ଖଣି କ୍ଷେତ୍ରରେ ମୂଲ୍ୟ ଯୋଗ ଉପରେ ଓଡିଶାର ଗୁରୁତ୍ୱ : ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ

ଭୁବନେଶ୍ୱର : ସିଆଇଆଇ ଓଡିଶା ମାଇନିଂ ଆଣ୍ଡ କନ୍‌ଷ୍ଟ୍ରକଶନ ଇକ୍ୱିପମେଂଟ ଏକ୍ସପୋ (ଓଏମସିଇ) ୨୦୨୬ର ୨ୟ ଦିନରେ, ଓଡିଶା ସରକାର ଖଣି ଓ ନିର୍ମାଣ କ୍ଷେତ୍ରରେ ମୂଲ୍ୟ ଯୋଗ ବୃଦ୍ଧି କରିବା ଓ ସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୃଢନିଶ୍ଚିତ କରିଛନ୍ତି ।…

ସିଆଇଆଇ ଓଏମସିଇ ୨୦୨୬ ଉଦ୍‌ଘାଟିତ

ଭୁବନେଶ୍ୱର : ଭୁବନେଶ୍ୱରରେ ଓଡିଶା ସରକାରଙ୍କ ଗୃହ, ଶିଳ୍ପ ଓ ଆଇଆଣ୍ଡପିଆର ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଆଇଏଏସ ଶ୍ରୀ ହେମନ୍ତ ଶର୍ମା ସିଆଇଆଇ ଓଡିଶା ମାଇନିଙ୍ଗ ଆଣ୍ଡ କନ୍‌ଷ୍ଟ୍ରକ୍‌ଶନ ଇକ୍ୱିପମେଂଟ ଏକ୍ସପୋ (ଓଏମସିଇ) ୨୦୨୬ର ପ୍ରଥମ ସଂସ୍କରଣର ଉଦ୍‌ଘାଟନ କରିଛନ୍ତି । ଏହା ସହିତ ଏହି…

ଏଥେନ୍ସ ଅନ୍ତର୍ଜାତୀୟ ଉସୁ ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ପଦକ ଆଣିଲେ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ୨ କ୍ରୀଡ଼ାବିତ

ଯୋଡ଼ା: ଏଥେନ୍ସ ଆକ୍ରୋପଲିସ ଅନ୍ତର୍ଜାତୀୟ ଉସୁ ଓପନ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଭାରତ ପାଇଁ ପଦକ ଜିତିଛନ୍ତି ବଡ଼ବିଲ ଜିନ୍ଦଲ ସ୍ପୋର୍ଟ୍ସ ହଷ୍ଚେଲର ଦୁଇ କ୍ରୀଡ଼ାବିତ। ଏଥିରେ ୧୪ ବର୍ଷରୁ କମ ୩୯ କେଜି ବର୍ଗରେ ଶିବାନୀ ମୁଣ୍ଡା ଫ୍ରାନ୍ସର ପ୍ରତିଯୋଗୀଙ୍କୁ ହରାଇ ସ୍ୱର୍ଣ୍ଣ…

ଓଡିଶାରେ ପ୍ରବେଶ କରିଛି ଉପ୍ପଲ ବ୍ରିୱର୍ସ ଆଣ୍ଡ ଡିଷ୍ଟିଲର୍ସ

ଭୁବନେଶ୍ୱର : ଉତର ଭାରତର ପ୍ରମୁଖ ବଜାରଗୁଡିକରେ ଏକ ମଜବୁତ ଉପସ୍ଥିତି ଥିବା, ଦ ଉପ୍ପଲ ଗ୍ରୁପର ସ୍ପିରିଟ୍ ଶାଖା ଉପ୍ପଲ ବ୍ରିୱର୍ସ ଆଣ୍ଡ ଡିଷ୍ଟିଲର୍ସ (ୟୁବିଡି) ଓଡିଶାରେ ଏହାର ପ୍ରବେଶ ସମ୍ପର୍କରେ ଔପଚାରିକ ଭାବେ ଘୋଷଣା କରିଛି । ୟୁବିଡିର ଫ୍ଲାଗସିପ ଲେବେଲ ତଥା ଉତ୍କୃଷ୍ଟତମ ବ୍ଲେଣ୍ଡେଡ…

‘She The Change’ ୨୦୨୬: ସମ୍ମାନିତ ହେଲେ ଭୁବନେଶ୍ୱରର ଲିପ୍ସା ଶତପଥୀ ଓ ତମସା ମିଶ୍ର

ଭୁବନେଶ୍ୱର : ଭାରତର ରନ୍ଧନ କଳା ଓ ବ୍ୟବସାୟ ପରିଦୃଶ୍ୟକୁ ନୂଆ ରୂପ ଦେଉଥିବା ମହିଳାମାନଙ୍କୁ ସମ୍ମାନିତ କରିବା ପାଇଁ ଭାରତର ଅନ୍‌-ଡିମାଣ୍ଡ କନ୍‌ଭିନିଏନ୍ସ ପ୍ଲାଟଫର୍ମ ସ୍ୱିଗି ପକ୍ଷରୁ ନିକଟରେ ନୂଆଦିଲ୍ଲୀଠାରେ ‘ସି ଦ ଚେଞ୍ଜ’ର ୨୦୨୬ ସଂସ୍କରଣର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ…

CII ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହେବ ଓଡ଼ିଶା ମାଇନିଂ ଆଣ୍ଡ କନଷ୍ଟ୍ରକ୍ସନ ଇକ୍ୱିପମେଂଟ ଏକ୍ସପୋ ୨୦୨୬

ଭୁବନେଶ୍ୱର : CII ପକ୍ଷରୁ ‘ଓଡ଼ିଶା ମାଇନିଂ ଆଣ୍ଡ କନଷ୍ଟ୍ରକ୍ସନ ଇକ୍ୱିପମେଂଟ ଏକ୍ସପୋ' (OMCE)୨୦୨୬ ର ପ୍ରଥମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି, ଯାହାକି ପୂର୍ବ ଭାରତରେ ଖଣି ଏବଂ ନିର୍ମାଣ ଉପକରଣ କ୍ଷେତ୍ର ପାଇଁ ଏକ ଉତ୍ସର୍ଗୀକୃତ ଶିଳ୍ପ ମଂଚ । ଏହି ତିନି ଦିନିଆ କାର୍ଯ୍ୟକ୍ରମ ୧୯ ରୁ ୨୧…

ବ୍ଲେଣ୍ଡର୍ସ ପ୍ରାଇଡ୍ ପକ୍ଷରୁ ନୂଆ କ୍ୟାମ୍ପେନ ‘ଦି ୱାନ ଆଣ୍ଡ ଓନଲି ’The One & Only ‘ ର ଶୁଭାରମ୍ଭ

ଭୁବନେଶ୍ୱର : ବ୍ଲେଣ୍ଡର୍ସ ପ୍ରାଇଡ ପ୍ୟାକେଜଡ ଡ୍ରିଙ୍କିଙ୍ଗ ୱାଟର, ଏହାର ନୂତନତମ ଅଭିଯାନ ‘ଦି ୱାନ୍ ଆଣ୍ଡ ଓନଲି' ନାମକ ସଫଳତାର ଏକ ଆକର୍ଷଣୀୟ ନୂତନ କାହାଣୀ ଉନ୍ମୋଚନ କରିଛି । ଏହି ନୂତନ ଅଭିଯାନରେ ତିନିଜଣ ପ୍ରମୁଖ ଚରିତ୍ର ଯଥା ଅବନ୍ତି ନାଗ୍ରାଥ, କିରଣଦୀପ ଚହଲ ଏବଂ ମାହିକା ଶର୍ମା ନଜର…

ଟେଷ୍ଟରେ ବିଫଳତା ଉପରେ ମୁହଁ ଖୋଲିଲେ ଗମ୍ଭୀର

ଗୌତମ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ନେବା ପରେ ଦଳ ସୀମିତ ଓଭର କ୍ରିକେଟରେ ଅଦ୍ଭୁତପୂର୍ବ ସଫଳତା ପାଇଛି। ୨୦୨୪ ଟି-୨୦ ବିଶ୍ୱକପ ପରଠାରୁ ଭାରତ କୌଣସି ଟି-୨୦ ସିରିଜ୍ ହାରିନାହିଁ ଏବଂ ୨୦୨୫ ଚାମ୍ପିୟନ୍ସ ଟ୍ରଫି ସହ ୨୦୨୬ ଟି-୨୦ ବିଶ୍ୱକପ୍ ମଧ୍ୟ ନିଜ ନାମରେ କରିଛି।…

ଏକା-ଦ ୱାନ ପ୍ରଦର୍ଶନୀ ଉଦ୍‌ଯାପିତ

ଭୁବନେଶ୍ୱର: କଳାକାର, ଐତିହାସିକ, ବିଦ୍ୱାନ ଓ କଳାପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିବା ଭୁବନେଶ୍ୱରର ବୁଦ୍ଧ ଆର୍ଟ ଗ୍ୟାଲେରୀଠାରେ ଆୟୋଜିତ ତିନି ଦିବସୀୟ ଜାତୀୟ ଭ୍ରମଣ କଳା ପ୍ରଦର୍ଶନୀ ଏକା-ଦ ୱାନ ଶେଷ ହୋଇଛି। କଳାକାର ଓ ସାମାଜିକ ଉଦ୍ୟୋଗୀ ଡଃ ବୀଣା ଉନ୍ନିକ୍ରିଷ୍ଣନଙ୍କ ଦ୍ୱାରା ଉପସ୍ଥାପିତ…

ନବରାତ୍ରି, ଗୁଡ଼ି ପାଡ଼ୱା ପାଇଁ ଆମାଜନର ଏଆଇ-ଚାଳିତ ସପିଂ ସୁବିଧା

ଭୁବନେଶ୍ୱର : ସାରା ଭାରତରେ ପରିବାରଗୁଡ଼ିକ ନବରାତ୍ରି, ଗୁଡ଼ି ପାଡ଼ୱା ଏବଂ ଈଦ ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ଆମାଜନ.ଇନ ଏହାର ଚିନ୍ତାଶୀଳ ଭାବରେ ସଂଯୋଜିତ ଜିନିଷଗୁଡ଼ିକର ଚୟନ ଏବଂ ସୁବିଧାଜନକ ବିତରଣ ବିକଳ୍ପ ସହିତ ଉତ୍ସବକାଳୀନ କିଣାକିଣିକୁୁ ଆହୁରି ସହଜ କରିଛି । ଆମାଜନ.ଇନ ଉତ୍ସବ ପାଳନ…