କେବେ ବଡ଼ଷ୍ଟାରଙ୍କୁ ଟକ୍କର ଦେଉଥିଲେ ଶାଇନୀ ଆହୁଜା, ଗୋଟିଏ କେଶ ବର୍ବାଦ କରିଦେଲା ତାଙ୍କର ପୁରା କ୍ୟାରିୟର
ବଲିଉଡ ଫିଲ୍ମ ଅଭିନେତା ଶାଇନୀ ଆହୁଜା ନିଜର ପ୍ରଥମ ଫିଲ୍ମ ‘ହଜାର ଖ୍ୱାଇଶୋଁ ଏସି’ ପାଇଁ ବେଷ୍ଟ ମେଲ ଡେବ୍ୟୁଟ କାଟାଗୋରୀରେ ଫିଲ୍ମଫେୟାର ଆୱାର୍ଡ ହାସଲ କରିଥିଲେ । ଗୋଟିଏ ସମୟରେ ସାଇନୀଙ୍କ ନାମ ବଡ଼ ଷ୍ଟାରମାନଙ୍କ ଲିଷ୍ଟରେ ନିଆଯାଉଥିଲା । ସେ ଗ୍ୟାଙ୍ଗଷ୍ଟର, ୱୋ ଲମ୍ହେ, ଲାଇଫ ଇନ ମେଟ୍ରୋ…