ଶୀତଳ ସାଇବେରିୟାରେ ଉତାପର ଆଶଙ୍କା ୬୦୦ ଗୁଣ ବୃଦ୍ଧି, ବ୍ରିଟେନ, ରୁଷ ସହିତ ଏହି ଦେଶ କରିଛନ୍ତି ମିଳିତ ଅଧ୍ୟୟନ
ରୁଷର ୟୁରାସିଆନ୍ ଅଞ୍ଚଳରେ ସାଇବରିଆର ଭୂମି ହେଉଛି ପୃଥିବୀର ସବୁଠାରୁ ଶୀତଳ ଅଞ୍ଚଳ | କିନ୍ତୁ ଚଳିତ ବର୍ଷ ରେକର୍ଡ ଉତ୍ତାପ ହୋଇଛି ଯାହା ଜଳବାୟୁ ପରିବର୍ତ୍ତନର ବିପଜ୍ଜନକ ପ୍ରଭାବକୁ ସ୍ପଷ୍ଟ ଭାବରେ ପ୍ରତିଫଳିତ କରୁଛି | ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଗ୍ରୀନ୍ ହାଉସ୍…