ଶୀତ ଦିନରେ ଉପଲବ୍ଧ ଏହିସବୁ ଶାଗ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ଲାଭଦାୟକ
ଶାଗର ଉପକାରିତ ବିଷୟରେ କାହାକୁ ବା ଅଜଣା । ଶାଗ ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ ମଧ୍ୟ କରିଥାଏ। ସେଥିପାଇଁ ଶାଗ ନିଶ୍ଚୟ ଖାଇବା ଉଚିତ। ଶାଗ ସ୍ୱାସ୍ଥ୍ୟ ପାଇଁ ହିତକର ହେବାସହ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ। ଶାଗରେ ବହୁତ କମ ମାତ୍ରାରେ କ୍ୟାଲୋରୀ ଥାଏ।…