ଭାରତ ବ୍ୟତୀତ ଏହି ସବୁ ଦେଶରେ ମଧ୍ୟ ପାଳିତ ହୁଏ ‘ହୋଲି’, ଜାଣନ୍ତୁ ସେଠାକାର ପରମ୍ପରା

ଭାରତରେ ୨୯ ମାର୍ଚ୍ଚ ସୋମବାର ରଙ୍ଗର ପର୍ବ ହୋଲି ପାଳିତ ହେବ। ଏହି ଉତ୍ସବର ଇତିହାସ ଓ ପରମ୍ପରା ଆଜିକାଲିର ନୁହେଁ । ହଜାର ହଜାର ବର୍ଷରୁ ଭାରତରେ ଏହି ଉତ୍ସବ ପାଳିତ ହୋଇ ଆସୁଛି। ଭାରତରେ ଏହି ଉତ୍ସବ ଲାଗି ୧୫ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୁଏ। ଯାହା ଏବେ କେତେକ ସ୍ଥାନରେ ଆରମ୍ଭ ମଧ୍ୟ…

ଗ୍ରହ ଦୋଷ ପାଇଁ ରତ୍ନ ଧାରଣ କରୁଛନ୍ତି କି ? ତେବେ ଜାଣି ରଖନ୍ତୁ କେଉଁ ରତ୍ନ ହୋଇଥାଏ ପ୍ରଭାବୀ

ଜ୍ୟୋତିଷଶାସ୍ତ୍ରରେ ଗ୍ରହ ଦୋଷ ପାଇଁ ଅନେକ ଉପାୟ ରହିଛି। ନବ ଗ୍ରହ ଉପାୟ ପାଇଁ ନବ ରତ୍ନ ଓ ବିଭିନ୍ନ ଉପରତ୍ନ ସମ୍ପର୍କରେ ମଧ୍ୟ ବର୍ଣନା ରହିଛି। ଏହି ନବ ରତ୍ନ ମଧ୍ୟରୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେଲା ହୀରା, ମାଣିକ, ପୋଖରାଜ, ନିଲମ ଓ ପାନ୍ନା। ପ୍ରତ୍ୟେକ ଗ୍ରହ ପାଇଁ ଭିନ୍ନ ଭିନ୍ନ ରତ୍ନ…

ଜାଣନ୍ତୁ ବାସ୍ତୁର କେତୋଟିି ସରଳ ଉପାୟ, ଯାହା ସୁଖ ସମୃଦ୍ଧିରେ ଭରିଦେବ ଆପଣଙ୍କ ଜୀବନ

ବାସ୍ତୁ ବିଜ୍ଞାନ ଅନୁଯାୟୀ, ଆପଣଙ୍କ ଘର କିମ୍ବା ବ୍ୟବସାୟ କ୍ଷେତ୍ରର ଭିତର ସାଜସଜ୍ଜା ବାସ୍ତୁ ତ୍ରୁଟି ହଟାଇବା କିମ୍ବା ହ୍ରାସ କରିବାରେ ସହାୟକ ହୋଇପାରେ | ତେଣୁ ଏହି କେତୋଟି ସରଳ ବାସ୍ତୁ ଉପାୟର ପାଳନ କରି ଆପଣ ସୁଖ ଏବଂ ସମୃଦ୍ଧତା ପାଇପାରିବେ |ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ଉପାୟ…

ସତର୍କ ରୁହନ୍ତୁ: ଆପଣଙ୍କ ତଥ୍ୟର ୮୦ ପ୍ରତିଶତ ଥାର୍ଡ ପାର୍ଟିକୁ ବିକ୍ରି କରୁଛନ୍ତି ଫେସବୁକ୍, ଇନଷ୍ଟା ଏବଂ ଲିଙ୍କଡଇନ୍

ଫେସବୁକ୍, ଇନଷ୍ଟାଗ୍ରାମ, ଲିଙ୍କଡଇନ୍ ପରି କମ୍ପାନୀଗୁଡିକ ସେମାନଙ୍କର ଉପଭୋକ୍ତାମାନଙ୍କ ତଥ୍ୟର ୫୦ ରୁ ୮୦ ପ୍ରତିଶତ ଥାର୍ଡ ପାର୍ଟିକୁ ଦେଉଛନ୍ତି। ଏହାର ପ୍ରତିବଦଳରେ, ଏହି କମ୍ପାନୀଗୁଡିକ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆର୍ଥିକ ଲାଭ କରୁଛନ୍ତି | ଆପଲ୍ ଆପ୍ ଷ୍ଟୋର୍‌ରେ ୧୦୦ ଟି ପ୍ରମୁଖ…

ତମ୍ବା ପାତ୍ରରେ ପାଣି ପିଇବା କାହିଁକି ହୋଇଥାଏ ସୁସ୍ଥକର ? ଜାଣନ୍ତୁ ଆପଣଙ୍କ ପାଇଁ କେତେ ଲାଭକାରୀ ହୋଇଥାଏ ଏହା

ପୁରାତନ ଯୁଗରେ ଲୋକେ ମାଟି ପାତ୍ର ବ୍ୟବହାର କରୁଥିଲେ। ମାଟି ପାତ୍ରରେ ରୋଷେଇ କରିବା ଓ ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳୁଥିଲା। ଏହାପରେ ତମ୍ବା ପାତ୍ର ବ୍ୟବହାର ହେଲା। ତମ୍ବା ପାତ୍ରରେ ଖାଇବା ଓ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏବେ ବି ଅଧିକାଂଶ ଲୋକ ତମ୍ବା ପାତ୍ରରେ…

ଖାଦ୍ୟ ସହିତ ଦହି ଖାଇଲେ ମିଳେ ଅନେକ ଫାଇଦା, କିନ୍ତୁ ଏହି ସମୟରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ

ଅଧିକାଂଶ ଲୋକଙ୍କ ଡାଏଟର ଦହି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଦହିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ । ପ୍ରତିଦିନ ଦହି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ରହିବା ସହିତ ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଅନେକାଂଶରେ ଅଷ୍ଟିଓପୋରୋସିସ୍, ରକ୍ତଚାପ, କେଶ ଏବଂ ହାଡ ପାଇଁ ମଧ୍ୟ ଦହି ଲାଭଦାୟକ…

ସକାଳ ସମୟରେ ଏହିସବୁ ଜିନିଷ ଦେଖିବା ଦେଇଥାଏ ଶୁଭଫଳର ସଙ୍କେତ

ଶୁଭସମୟ ଆସିବା ପୂର୍ବରୁ କିଛି ଘଟଣା ଜୀବନରେ ଘଟିଥାଏ। ଯାହା ଭଲ ସମୟ ଆରମ୍ଭ ହେବାର ସଙ୍କେତ ଦେଇଥାଏ। ଯଦି ସେହି ସଙ୍କେତ ସକାଳ ସମୟରେ ଦେଖାଯାଉଛି, ତେବେ ସୌଭାଗ୍ୟର ଦରଜା ଆପଣଙ୍କ ପାଇଁ ଖୋଲିବାକୁ ଯାଉଛି ବୋଲି ମାନ୍ୟତା ରହିଛି। ଜାଣନ୍ତୁ ସେଭଳି କିଛି ସଙ୍କେତ ବିଷୟରେ ……. ଧଳା ଗାଈ –…

ହୋଲିକା ଦହନ ଦିନ କରନ୍ତୁ ଏହି ବିଶେଷ ଉପାୟ: ଦୂର ହେବ ଆର୍ଥିକ ସମସ୍ୟା

ଜ୍ୟୋତିଷଶାସ୍ତ୍ରରେ ହୋଲିକା ଦହନର ବିଶେଷ ମହତ୍ତ୍ୱ ରହିଛି। ହୋଲିକା ଦହନରେ ସବୁ ପ୍ରକାର ଖରାପ ଜିନିଷକୁ ଦହନ କରାଯାଇଥାଏ। ହୋଲିକା ଦହନରେ କରାଯାଉଥିବା ପୂଜା ଜୀବନର ଅନେକ କଷ୍ଟ ଦୂର କରିଥାଏ। ଯେଉଁମାନଙ୍କ ଜୀବନରେ ଧନ, ଋଣ, ରୋଗ, କ୍ୟାରିଅର ଓ ବ୍ୟବସାୟ ସହ ଜଡିତ ସମସ୍ୟା ରହିଛି ସେମାନେ…

ଘରେ ଏହି ଜିନିଷ ଥିଲେ ତୁରନ୍ତ ହଟାଇଦିଅନ୍ତୁ, ନଚେତ ଭୋଗିବାକୁ ପଡ଼ିପାରେ ସମସ୍ୟା

ଘରେ କିଛି ଜିନିଷ ବାସ୍ତୁଶାସ୍ତ୍ର ଅନୁସାରେ ନଥିଲେ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ | ବେଳେବେଳେ ଘରେ ଏମିତି କିଛି ଜିନିଷ ଥାଏ ଯାହା ପ୍ରତି ଆମେ ଦୃଷ୍ଟି ଦେଇନଥାଉ ଏବଂ ଏହିସବୁ ଜିନିଷ ଯୋଗୁଁ ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିବା ଯୋଗୁଁ…

ଦେଶରେ ପୁଣି ବେକାବୁ ହେଲାଣି କରୋନା: ୨୪ ଘଂଟାରେ ୪୦ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ, ୧୯୯ ଜଣଙ୍କ ମୃତ୍ୟୁ

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ହଜାର ୭୧୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୭୮୫ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ୧୯୯ ଜଣଙ୍କା ମୃତ୍ୟୁ ଘଟିଛି ।…