ଦୁନିଆର ସବୁଠାରୁ ଧନୀ ମହିଳା ଭାବେ ମାନ୍ୟତା ପାଇଲେ ପପଷ୍ଟାର ରିହାନା, ଅଟନ୍ତି ଏତେ ସମ୍ପତିର ମାଲିକାଣି
ଆମେରିକୀୟ ପପ୍ ଷ୍ଟାର ରିହାନା ପୁଣି ଥରେ ଲାଇମ୍ ଲାଇଟ୍ ରେ । ଆମେରିକାର ବିଜନେସ୍ ମାଗାଜିନ୍ ‘ଫୋର୍ବସ୍’ ରିହାନାଙ୍କୁ ବିଶ୍ୱର ସବୁଠାରୁ ଧନୀ ମହିଳା ଗାୟିକା ଭାବରେ ଘୋଷଣା କରିଛି। ‘ଫୋର୍ବସ୍’ ମାଗାଜିନ୍ ଅନୁଯାୟୀ ରିହାନାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧.୭ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି।…