ଏଥର ମଧ୍ୟ ଫିକା ପଡ଼ିବ ଦିପାବଳୀ, ରାଜଧାନୀରେ ବାଣ ଉପରେ ଲାଗିଲା ସମ୍ପୂର୍ଣ୍ଣ ପ୍ରତିବନ୍ଧକ
ଅକ୍ଟୋବର ଆରମ୍ଭ ହେଉ ହେଉ ରାଜଧାନୀ ଦିଲ୍ଲୀରେ ସମ୍ଭାବ୍ୟ ବାୟୁର ଗୁଣବତ୍ତା ହ୍ରାସ ପାଇବାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଦିନ ସବୁ ପ୍ରକାର ବାଣ ଗୋଦାମ, ବାଣ ବିକ୍ରି ଓ ଉପଯୋଗ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛନ୍ତି।
କେଜ୍ରିୱାଲ ଟ୍ୱିଟ କରି…