କାର୍ତ୍ତିକ ମାସରେ କରନ୍ତୁ ତୁଳସୀ ପୂଜା ସହିତ ଜଡିତ ଏହି ୫ ଟି ଉପାୟ, ଧନସମ୍ପଦରେ ଭରିଯିବ ଆପଣଙ୍କ ଘର
କାର୍ତ୍ତିକ ମାସ ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ରଖିଥାଏ । କୁହାଯାଏ ଯେ ଭଗବାନ ବିଷ୍ଣୁ ଏହି ମାସରେ ଯୋଗ ନିଦ୍ରାରୁ ଜାଗ୍ରତ ହୁଅନ୍ତି, ଯେଉଁ କାରଣରୁ ଏହି ମାସର ପୌରାଣିକ ମହତ୍ତ୍ବ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ | ଏଥର କାର୍ତ୍ତିକ ମାସ ୨୧ ଅକ୍ଟୋବରରୁ ଆରମ୍ଭ ହୋଇ ୧୯…