ଭାରତୀୟ ବଜାରରେ ପ୍ରବେଶ କଲା ଆସସ ଜେନବୁକ ଫ୍ଲିପ ଏସ

Share It

[vc_row][vc_column][vc_column_text]ଭାରତରେ ଆସସର ଅନ୍ୟ ଏକ ଲାପଟପ ଜେନବୁକ ଫ୍ଲିପ ଏସର ଶୁଭାରମ୍ଭ କରାଯାଇଛି । ଦେଶରେ ବିଭିନ୍ନ ରିଟେଲର ମାନଙ୍କ ଦ୍ୱାରା ଏହାର ବିକ୍ରି ମଧ୍ୟ ଆରମ୍ଭ ହୋଇଯାଇଛି । ଏହାର ମୂଲ୍ୟ ଟ.୧,୩୦,୯୯୦ ରହିଛି । ୧୧.୨ ଏମଏମର ମୋଟେଇ ବିଶିଷ୍ଟ ଏହି ଲାପଟପ ବିଶ୍ୱର ସବୁଠାରୁ ପତଳା ଏବଂ ପରିବର୍ତ୍ତନୀୟ ଲାପଟପ ।[/vc_column_text][/vc_column][/vc_row][vc_row][vc_column][vc_single_image image=”677″ img_size=”full”][/vc_column][/vc_row][vc_row][vc_column][vc_column_text]ଆସସ ଜେନବୁକ ଫ୍ଲିପ ଏସରେ ଅଷ୍ଟମ ସଂସ୍କରଣର ୧.୮ ଜିଗାହର୍ଜର ଇଣ୍ଟେଲ କୋର ଆଇ୭-୮୫୫ଓୟୁ ପ୍ରୋସେସର ସହିତ ୧୬ ଜିବି ରାମ ଏବଂ ୫୧୨ ଜିବିର ମାଇକ୍ରୋ ଏସଡି ଷ୍ଟୋରେଜ ରହିଛି । ଏହା ୧୩.୩ ଇଞ୍ଚର ସମ୍ପୂର୍ଣ୍ଣ ଏଚଡି ଟଚ ସ୍କ୍ରିନ ଡିସପ୍ଲେ ୩୦୦ ନିଟସର ସ୍ୱଚ୍ଛତା ପ୍ରଦାନ କରିଥାଏ । ଏହା ୧୦ ପରିବର୍ତ୍ତିତ ୱିନଡୋ ଇଣ୍ଟେଲ ୟୁଏଚଡି ୬୨୦ ଗ୍ରାଫିକ୍ସ ସହିତ ପ୍ରସ୍ତୁତ ।
ଶୁଭାରମ୍ଭ ଅବସରେର ଆସସ ଇଣ୍ଡିଆର ବିଜନେସ ଡେଭଲୋମେଣ୍ଟ ମ୍ୟାନେଜର, ଆରନୋଡ ସୁ କହିଛନ୍ତି ଯେ, ବର୍ତ୍ତମାନ ରୁ ଆଗାମୀ ବର୍ଷମାନଙ୍କ ମଧ୍ୟରେ ଜେନବୁକ ଫ୍ଲିପ ଏସ ଏବଂ ଷ୍ଟାଇଲିସ ଶକ୍ତିଶାଳୀ ନୋଟବୁକମାନଙ୍କର ବୃଦ୍ଧି ପରଲକ୍ଷିତ ହେଉଥିବା ବେଳେ ଦୈନଦିନ ଷ୍ଟାଇଲିସ ଏବଂ ଶକ୍ତିଶାଳୀ ନୋଟବୁକର ବ୍ୟବହାରକାରୀ ମାନଙ୍କ ପାଇଁ ଏହା ବେଶ ଉପଯୁକ୍ତ ଅଟେ[/vc_column_text][/vc_column][/vc_row]


Share It

Comments are closed.