ଆଗାମୀ ୩ ଦିନ ଓଡ଼ିଶାରେ ଗ୍ରୀଷ୍ମ ଲହରୀ, ଜାରି ହେଲା ୱାର୍ଣ୍ଣିଂ

Share It

ଭୁବନେଶ୍ୱର: ଆଗାମୀ ୩ ଦିନ ପାଇଁ ଜାରି ହେଲା ହିଟ୍‌ ୱେଭ୍‌ ୱାର୍ଣ୍ଣିଂ।
ଓଡ଼ିଶାର ଅନେକ ସ୍ଥାନରେ ଦିନ ଓ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ରହିଛି। ଆସନ୍ତାକାଲି କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରହିପାରେ। ଏପ୍ରିଲ ୨ ତାରିଖ ବେଳକୁ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।


Share It

Comments are closed.