ଅନ୍ୟ ଦେଶ ଗୁଡ଼ିକରେ କିଭଳି ଏବଂ କେବେ ପାଳନ କରାଯାଇଥିଲା ଏହି ଶ୍ରମିକ ଦିବସ

Share It

୧୯୧୭ରେ ଆନୁଷ୍ଠାନିକ ଘୋଷଣା ପର୍ଯ୍ୟନ୍ତ ରୁଷିଆ ଏହି ଦିବସକୁ ବେଆଇନ ଭାବେ ପାଳନ କରୁଥିଲା । ଏହି ବର୍ଷ ପରଠାରୁ ଏହି ପାଳନଗୁଡ଼ିକ ସାମାଜବାଦୀ ବିପ୍ଳବୀ ଏବଂ ଅରାକତାବାଦୀଙ୍କ ଦ୍ୱାରା ବଏକଟ ହୋଇଯାଇଥିଲା । ଏହା ସୋଭିଏତ ୟୁନିଅନର ଏକ ନିଦ୍ଧିଷ୍ଟ ଛୁଟିଦିନରେ ପରିଣତ ହୋଇଗଲା ଯାହାକୁ ସେମାନେ ପ୍ରମୁଖ ସହର ଗୁଡ଼ିକରେ ପରେଡ ସହିତ ପାଳନ କରୁଥିଲେ । ୧୯୯୨ଠାରୁ ଏହା ଆନୁଷ୍ଠାନିକ ଭାବେ ‘ଦ ଡେ ଅଫ ସ୍ପ୍ରିଙ୍ଗ ଆଣ୍ଡ ଲେବର’ ରୂପେ ପରିଚିତ ହେଲା । ନ୍ୟୁୁଜଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆର କେତେକ ଅଂଶରେ ଏହି ଦିବସକୁ ଅକ୍ଟୋବର ମଙ୍କସର ପ୍ରଥମ ସୋମବାରରେ ପାଳନ କରାଯାଇଥିଲା । ଯେବେକି ୟୁଏସ ଏବଂ କାନାଡ଼ାରେ ଏହା ସେପ୍ଟେମ୍ବରର ପ୍ରଥମ ସୋମବାର ପାଳନ କରାଯାଇଥିଲା ।


Share It

Comments are closed.