ବାଣ କାରଖାନାରେ ଭୟଙ୍କର ବିସ୍ପୋରଣ, ୭ ମୃତ ୩ ଗୁରୁତର


ତାମିଲନାଡୁ କୁଡାଲୋରରେ ଥିବା ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଏଥିରେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତ ଲୋକଙ୍କ ସଂଖ୍ୟା ବଢିବାର ଅନୁମାନ କରାଯାଉଛି। ବାଣ କାରଖାନାଟି ରାଜ୍ୟ ରାଜଧାନୀ ଚେନ୍ନଇରୁ ୧୯୦ କିଲୋମିଟର ଦୂରରେ ରହିଥିବା ସୂଚନା ମିଳିଛି।


Share It

Comments are closed.