ଦୁର୍ଘଟଣାଗ୍ରସ୍ତ ବିମାନରେ ଲଣ୍ଡନ ଯାଉଥିଲେ ଗୁଜୁରାଟର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ

Share It

ଅହମ୍ମଦାବାଦ : ଆଜି ଏୟାର ଇଣ୍ଡିଆର ବିମାନ AI-171 ଅହମ୍ମଦାବାଦରୁ ମେଘାଣୀ ନଗର ଅଞ୍ଚଳରେ ଉଡ଼ାଣ ଭରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅପରାହ୍ନ ପ୍ରାୟ 2ଟା ସମୟରେ ଏହି ଦୁଃଖଦ ଦୁର୍ଘଟଣା ଘଟିଥିବା ବେଳେ ବିମାନରେ ପ୍ରାୟ 242 ଜଣ ଯାତ୍ରୀ ଥିଲେ। ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ସେହି ବିମାନରେ ଥିଲେ, ଯଦିଓ ବିମାନରେ ଥିବା ଯାତ୍ରୀଙ୍କ ତାଲିକା ପ୍ରକାଶିତ ହୋଇଛି। ରୂପାନୀ 30 ଜୁନରେ ଲଣ୍ଡନରୁ ଫେରିବାର ଥିଲା।


Share It

Comments are closed.