‘ଜାତୀୟଶିକ୍ଷା ନୀତି’ରେ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି- ଧର୍ମେନ୍ଦ୍ର ପ୍ରଧାନ

Share It

ନୂଆଦିଲ୍ଲୀ/ଭୁବନେଶ୍ୱର – ସାଂପ୍ରତିକସମୟରେ ନୂଆପିଢ଼ିଙ୍କ ପାଇଁଶିକ୍ଷା ପର୍ଯ୍ୟାବରଣ ଆଧାରିତହେବା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଜୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ‘ଜାତୀୟଶିକ୍ଷା ନୀତି’ରେ ପରିବେଶସୁରକ୍ଷା ତଥା ସ୍ଥାୟୀ ପରିବେଶଉପରେଗୁରୁତ୍ୱ ଦିଆଯାଇଛିବୋଲିସମ୍ବାଦ ଡ଼ିଜିଟାଲଏବଂ ପରିବେଶକାର୍ଯ୍ୟକ୍ରମ ‘ପୁନଶ୍ଚ ପୃଥିବୀ’ରଭର୍ଚ୍ଚୁଆଲଲୋକାର୍ପଣସମାରୋହରେଯୋଗଦେଇ କହିଛନ୍ତିକେନ୍ଦ୍ରଶିକ୍ଷା, ଦକ୍ଷତାବିକାଶଏବଂ ଉଦ୍ୟମିତାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସୁସ୍ଥସମାଜ ଗଠନ କରିବାକୁହେଲେ ଆମ ପରିବେଶକୁସ୍ୱଚ୍ଛଏବଂ ନିର୍ମଳରଖିବା ପାଇଁ ପଡ଼ିବ । ଆମେସମସ୍ତେଜଣେସଚେତନତା ନାଗରିକ ଦାୟିତ୍ୱହିସାବରେ ଆବଶ୍ୟକମୁତାବକଶକ୍ତିବ୍ୟବହାରକରିବା ଦରକାର ।ଭାରତସରକାର ମଧ୍ୟ ପରିବେଶରସୁରକ୍ଷା ପାଇଁ ଅନେକକାର୍ଯ୍ୟକ୍ରମହାତକୁନେଇଥିବାବେଳେଭାରତବର୍ଷରେ ବିଏସ-୬ ଭଳିସ୍ୱଚ୍ଛ ଇନ୍ଧନ ଆରମ୍ଭ କରାଯାଇଛି ।
୨୦୨୧ରେ ଆମେ ଅମୃତମହୋତ୍ସବ ପାଳନ କରୁଛୁ । ଆଗାମୀ ୧୫ରୁ ୨୫ ବର୍ଷଓଡ଼ିଶାବାସୀଙ୍କ ପାଇଁବେଶଗୁରୁତ୍ୱପୂର୍ଣ୍ଣ । କାରଣ ୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତିହେବଏବଂ ୨୦୪୭ରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣକରିବ ।
ଆଗାମୀ ଦିନରେ ୫୦ ହଜାରଗାଁରେହାଇସ୍ପିଡ୍‌ଇଂଟରନେଟ୍ ପାଇଁଭାରତସରକାରଙ୍କକାର୍ଯ୍ୟଜାରିରହିଛି ।ତେଣୁ ଆଗକୁ ଆମରଯୋଗାଯୋଗ ଅଧିକସୁଗମହେବ ।ବିଦେଶରଲୋକମାନେ ମଧ୍ୟ ଟେକ୍ନୋଲୋଜିମାଧ୍ୟମରେଓଡିଶାରଖବରଜାଣିପାରିବେ ।
ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଅମୃତମହୋତ୍ସବ ପାଳନ କରିବାସମୟରେ‘ସମ୍ବାଦ’ଗ୍ରୁପ ସମସ୍ତଡ଼ିଜିଟାଲ ପ୍ଲାଟଫର୍ମକୁଗୋଟିଏ ପ୍ଲାଟଫର୍ମରେଏକାଠିକରିବାଏବଂ ପରିବେଶରସୁରକ୍ଷା ପାଇଁ‘ପୁନଶ୍ଚ ପୃଥିବୀ’କାର୍ଯ୍ୟକ୍ରମ ଆରମ୍ଭକରିବାସ୍ୱାଗତଯୋଗ୍ୟ ପଦକ୍ଷେପ ।‘ପୁନଶ୍ଚ ପୃଥିବୀ’ ଅଭିଯାନରେ ପରିବେଶସମ୍ବନ୍ଧୀୟଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗସାମ୍ନାକୁ ଆଣିଥିବାରୁସମ୍ବାଦ ଗ୍ରୁପକୁଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବାସହ ‘ପୁନଶ୍ଚ ପୃଥିବୀ’ ଅଭିଯାନ ଆରମ୍ଭ କରି ପୃଥିବୀ ଓ ପରିବେଶ ପାଇଁସମ୍ବାଦ ନୂଆଉପକ୍ରମଯୋଡିବାକୁ ଯାଉଛିବୋଲିକେନ୍ଦ୍ରମନ୍ତ୍ରୀକହିଛନ୍ତି ।
ଓଡିଶାଗଣମାଧ୍ୟମଜଗତରେ ନୂଆଚିନ୍ତାଧାରା ଓ ନୂଆଟେକ୍ନୋଲୋଜିକୁ ଆଧାରକରିସାରାବିଶ୍ୱରେଓଡିଆଲୋକଙ୍କ ପାଖରେଖବର ପହଁଚାଇବାରେସଫଳହୋଇଥିବାସମ୍ବାଦ ଗ୍ରୁପ ଆଗାମୀ ଦିନରେକେବଳଓଡ଼ିଆଲୋକଙ୍କ ଅଭିବ୍ୟକ୍ତିରସ୍ୱରହେବ ନାହିଁବରଂ ପରିବେଶସୁରକ୍ଷାଭଳିବିଭିନ୍ନଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେସଚେତନତାସୃଷ୍ଟିକରିବବୋଲିଶ୍ରୀ ପ୍ରଧାନ କହିଛନ୍ତି ।


Share It

Comments are closed.