ଖବର By Yuvasamay News Last updated Mar 22, 2025 Share It ଭୁବନେଶ୍ୱର: ରାଜସ୍ଥାନର ଦୁଇ ସାଂସଦ, ଶ୍ରୀ ଚନ୍ଦ୍ର ପ୍ରକାଶ ଯୋଶୀ ଏବଂ ଶ୍ରୀ ସୁଧୀର ଗୁପ୍ତା ଆଜି ଲୋକସଭା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। Share It
Comments are closed.