ଦଣ୍ଡ ଯାତ୍ରାରେ ସାପ ବ୍ୟବହାର ମନା,ଡିଏଫ୍ଓଙ୍କୁ ବ୍ରହ୍ମପୁର RCCFଙ୍କ ଚିଠି
ବ୍ରହ୍ମପୁର,୧୩/୦୨:ଦଣ୍ଡ ଯାତ୍ରାରେ ସାପ ବ୍ୟବହାର ମନା।ଆଗକୁ ଦଣ୍ଡଯାତ୍ରା ଥିବାରୁ ସବୁ ଡିଏଫ୍ଓଙ୍କୁ ବ୍ରହ୍ମପୁର RCCFଙ୍କ ଚିଠି।ଦଣ୍ଡଯାତ୍ରା ବେଳେ ସାପ ବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି।ନିୟମ ଉଲଂଘନ କରି ସାପ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ।ମଞ୍ଚରେ ନାଟକ ପରିବେଷଣ ବେଳେ କିଛି କଳାକାର ସାପ ବ୍ୟବହାର କରୁଛନ୍ତି।କଡ଼ା ନଜର ରଖିବା ସହ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଆକ୍ସନ ନିର୍ଦ୍ଦେଶ।ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ
Comments are closed.