ଖବର ପ୍ରଥମଶ୍ରେଣୀରେ ନାମଲେଖାପାଇଁ ବୟସ ୬ ବର୍ଷ କିମ୍ବା ତଦୂର୍ଦ୍ଧ By Yuvasamay News Last updated Mar 22, 2025 Share It ଭୁବନେଶ୍ୱର: ଶିକ୍ଷା ଅଧିକାର ଅଧିନିୟମ -୨୦୦୯ ତଥା ଜାତୀୟ ଶିକ୍ଷା ନୀତି -୨୦୨୦ ଆଧାରରେ ରାଜ୍ୟରେ ୨୦୨୫-୨୬ ଶିକ୍ଷାବର୍ଷରୁ ପ୍ରଥମଶ୍ରେଣୀରେ ନାମଲେଖାପାଇଁ ବୟସ ୬ ବର୍ଷ କିମ୍ବା ତଦୂର୍ଦ୍ଧ ଧାର୍ଯ୍ୟ କରାଯାଇଅଛି । ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ୬ ବର୍ଷ ବୟସସୀମାକୁ କୋହଳ କରାଯାଇ ୧ ଅପ୍ରେଲ ପରିବର୍ତ୍ତେ ୧ ସେପ୍ଟେମ୍ବର କରାଯାଇଅଛି। Share It
Comments are closed.