କେଏଫ୍‌ସିର ନୂଆ କ୍ୟାମ୍ପେନ ‘ଟେଷ୍ଟ ଦ ଏପିକ୍‌’ର ଶୁଭାରମ୍ଭ

Share It

ଭୁବନେଶ୍ୱର : କେଏଫ୍‌ସି ପକ୍ଷରୁ ଏହାର ନୂତନ କ୍ୟାମ୍ପେନ ‘ଟେଷ୍ଟ ଦ ଏପିକ୍‌’ର ଶୁଭାରମ୍ଭ କରାଯାଇଛି । ପ୍ରାୟ ୩୩ ଦଶନ୍ଧି ହେବ କେଏଫ୍‌ସି ଏହାର ଫିଙ୍ଗର ଲିକିଙ୍ଗ୍ ଗୁଡ୍ କ୍ରିସ୍ପି ଚିକେନ ସହିତ ଦେଶବ୍ୟାପୀ ପ୍ରଶଂସକମାନଙ୍କୁ ଖୁସି ପ୍ରଦାନ କରିଆସୁଛି । ଚଳିତ ନଭେମ୍ବରରେ କେଏଫ୍‌ସି ଆଇକୋନିକ ହଟ୍ ଆଣ୍ଡ କ୍ରିସ୍ପି ଚିକେନ୍‌ଠାରୁ ଆରମ୍ଭ କରି ହଟ୍ ୱିଙ୍ଗ୍‌ସ, ବୋନ୍‌ଲେସ୍ ଚିକେନ ପପ୍‌କର୍ଣ୍ଣ, ପେରି-ପେରି ବୋନ୍‌ଲେସ୍ ଚିକେନ୍ ଷ୍ଟ୍ରିପ୍‌ସ, ବିଭିନ୍ନ ପ୍ରକାରର ଜିଞ୍ଜର ବର୍‌ଗର, ରୋଲ୍ ଆଦି ପର୍ଯ୍ୟନ୍ତ ଏହାର ବେଷ୍ଟ ସେଲିଙ୍ଗ୍ ଫ୍ୟାନ୍ ଫେଭରାଇଟ୍‌ଗୁଡିକର ବିସ୍ତୃତ ରେଞ୍ଜକୁ ସେଲିବ୍ରେଟ୍ କରୁଛି । ଭାରତବ୍ୟାପୀ ଉପଭୋକ୍ତାମାନେ କେଏଫ୍‌ସି ସିଗ୍ନେଚର ମେନ୍ୟୁ ଆଇଟମ୍‌ର ଅତୁଳନୀୟ ସ୍ୱାଦ ଓ କ୍ରଂଚ୍ ସହିତ ଐତିହାସିକ ସ୍ୱାଦକୁ ଉପଭୋଗ କରିପାରିବେ । ଚିକେନ୍ ପ୍ରେମୀମାନେ କେଏଫ୍‌ସିର ବେଷ୍ଟସେଲିଙ୍ଗ୍ ମେନ୍ୟୁ ଆଇଟମ- ଚିକେନ ଅନ୍ ବୋନ୍‌, ବୋନ୍‌ଲେସ୍ ଓ ବର୍ଗର୍ସ ଆଣ୍ଡ୍ ମୋର୍ ଭଳି ୩ଟି ବର୍ଗରେ ବିକଳ୍ପଗୁଡିକର ଏକ ରେଞ୍ଜ ସହ ନିଜକୁ ସନ୍ତୁଷ୍ଟ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ- ଯାହାକି ସମସ୍ତଙ୍କ ପାଇଁ କିଛି ସୁନିଶ୍ଚିତ କରୁଛି । ‘ଚିକେନ ଅନ୍ ବୋନ୍‌’ ବର୍ଗ ପ୍ରଶଂସକଙ୍କ ପାଇଁ ଆଇକୋନିକ ଫିଙ୍ଗର ଲିକିଙ୍ଗ୍ ଚିକେନର ଉତମ ସ୍ୱାଦ ଓ ଅନୁଭୂତି ଆଣୁଛି ।

ଆଇକୋନିକ ବକେଟରେ ପରଷା ଯାଉଥିବା ଜୁସି ଓ କ୍ରିସ୍ପି ସିଗ୍ନେଚର ହଟ୍ ଆଣ୍ଡ କ୍ରିସ୍ପି ଚିକେନ ଅନ୍ୟମାନଙ୍କ ସହ ବାଂଟିବା ପାଇଁ ସର୍ବୋତମ ହୋଇଥିବା ବେଳେ କ୍ରଂଚି ହଟ୍ ୱିଙ୍ଗ୍‌ସ ଅତୁଳନୀୟ ସ୍ୱାଦ ଯୋଗ କରିଥାଏ । ‘ବୋନ୍‌ଲେସ୍‌’ ରେଞ୍ଜ ଚିକେନ ପପ୍‌କର୍ଣ୍ଣ ଓ କ୍ରିସ୍ପି ପେରି ପେରି ବୋନ୍‌ଲେସ ଷ୍ଟ୍ରିପ୍‌ସ ସମେତ ବିଭିନ୍ନ ପ୍ରକାରର ସୁବିଧାଜନକ ସ୍ନାକ୍ସ ଓ ସହଜ ବିକଳ୍ପ ପ୍ରଦାନ କରୁଛି । ‘ବର୍‌ଗର୍ସ ଆଣ୍ଡ୍ ମୋର’ ବିଭିନ୍ନ ରୂପରେ ଐତିହାସିକ କେଏଫ୍‌ସି ସ୍ୱାଦ ଉପସ୍ଥାପନ କରୁଛି । କେଏଫ୍‌ସି ପ୍ରଶଂସକମାନେ ଚିକେନ ରୋଲର ବିଭିନ୍ନ ରେଞ୍ଜକୁ ଉପଭୋଗ କରିପାରିବେ ଯାହାକି ଥାଇ ସ୍ପାଇସି, କୋରିଆନ ଟାଙ୍ଗି, ଆମେରିକାନ ନାସ୍‌ଭିଲ୍ଲେ କିମ୍ବା ଇଣ୍ଡିଆନ ତନ୍ଦୁରୀ ଭଳି ବିଶ୍ୱର କୋଣ ଅନୁକୋଣ ସ୍ୱାଦ ଦ୍ୱାରା ଅନୁପ୍ରାଣିତ । ଏଠାରେ ଜିଞ୍ଜର ବର୍ଗରଗୁଡିକର ଏକ ବିସ୍ତୃତ ରେଞ୍ଜ ଉପଲବ୍ଧ ରହିଛି, ଯାହା ନରମ ସେସେମି ବନ୍ ମଧ୍ୟରେ ସ୍ୱାଦିଷ୍ଟ ସସ୍ ସହ କ୍ରିସ୍ପି ଚିକେନ ଫିଲେଟ୍ ଓ ଭେଜିସ୍‌କୁ ଏକତ୍ର କରୁଛି । ଏହାକୁ ଏକ ସମ୍ପୂର୍ଣ୍ଣ ମିଲ୍‌ରେ ପରିଣତ କରିବା ପାଇଁ କିମ୍ବା ସେହିପରି ଖାଇବା ପାଇଁ ଲୋକପ୍ରିୟ ଅରୋମାଟିକ ରାଇସ୍ ବାଉଲ୍ ସହ ପେୟାର କରାଯାଇଛି । ତେଣୁ କେଏଫ୍‌ସିରେ ଟେଷ୍ଟ ଦ ଏପିକ୍‌କୁ ଉପଭୋଗ କରିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ଉପଭୋକ୍ତାମାନେ ଡାଇନ୍‌-ଇନ ଓ ଟେକ୍‌ଆୱେ ପାଇଁ ଦେଶବ୍ୟାପୀ ୧୨୦୦ରୁ ଅଧିକ କେଏଫ୍‌ସି ରେଷ୍ଟୁରାଂଟ, କେଏଫ୍‌ସି ଆପ୍ କିମ୍ବା ୱେବ୍‌ସାଇଟ୍ (https://online.kfc.co.in/) ମାଧ୍ୟମରେ ନିଜ ପସନ୍ଦର ଖାଦ୍ୟ ଉପଭୋଗ କରିପାରିବେ ।

 


Share It

Comments are closed.