ଅର୍ଥନୀତି ସହିତ ସଂସ୍କୃତିର ସନ୍ଦେଶ, କାଞ୍ଜିବରମ୍ ଶାଢ଼ୀରେ ବଜେଟ ଉପସ୍ଥାପନ କଲେ ନିର୍ମଳା ସୀତାରମଣ।
ନୂଆଦିଲ୍ଲୀ,୦୧/୦୨ :ବଜେଟ୍ 2026।ପୁଣି ଚର୍ଚ୍ଚାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶାଢ଼ୀ। ସଂସଦରେ ଉପସ୍ଥାପିତ ହୋଇଛି ବଜେଟ୍ ୨୦୨୬-୨୭ । ଏନଡିଏ ସରକାର ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ଏହା ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବଜେଟ୍ ହେବ। ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ !-->…