ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ
ସମ୍ବଲପୁର,୧୬/୦୨:ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ । ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । ରାତି 8ଟା 50 ମିନିଟରେ ତାଙ୍କର ପରଲୋକ ଘଟିଛି । ସ୍ନାୟୁଜନିତ ରୋଗରେ ପୀଡିତ ଥିଲେ ରାସେଶ୍ୱରୀ ।
ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପଶ୍ଚିମ ଓଡ଼ିଶାର ଜଣେ!-->!-->!-->!-->!-->…