Browsing Tag

#odishanews #robbery #khandagiriyatra

ଖଣ୍ଡଗିରି ଯାତ୍ରାରେ ଲୁଟ ଘଟଣା: ୩ ଜଣ ଲୁଟେରା ଗିରଫ, ଲୁଟ ସାମଗ୍ରୀ ଜବତ

ଭୁବନେଶ୍ୱର,୦୧/୦୨: ଚଳିତ ବର୍ଷର ଖଣ୍ଡଗିରି ଯାତ୍ରା ସମୟରେ ଘଟିଥିବା ଲୁଟ ଘଟଣାରେ ପୋଲିସ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି। ଯାତ୍ରାକୁ ବୁଲିବାକୁ ଆସୁଥିବା ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଏହି ଗ୍ୟାଙ୍ଗ ଲୁଟ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଜଣେ ମହିଳାଙ୍କ ଠାରୁ