ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେବନି ପୁନର୍ଗଠନ
ଭୁବନେଶ୍ଵର,୨୪/୦୨:ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମ ପଞ୍ଚାୟତ ଗୁଡ଼ିକର କୌଣସି ସାଧାରଣ ପୁନର୍ଗଠନ କିମ୍ବା ନୂତନ ସୀମା ନିର୍ଦ୍ଧାରଣ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।ସାମ୍ବିଧାନିକ କଟକଣା ଏବଂ ସଦ୍ୟତମ ଜନସଂଖ୍ୟା ତଥ୍ୟର ଅଭାବ କାରଣରୁ ସରକାର ପଂଚାୟତ ପୁନର୍ଗଠନ କି ସୀମା!-->…
