Browsing Tag

manoranjan-latest

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଚାରିଆଡ଼ୁ ଚାପ ପରେ ନିଜ ଟ୍ବିଟରରେ ଅନେକ ଘନିଷ୍ଠ ବନ୍ଧୁଙ୍କୁ ଅନଫଲୋ କଲେ କରନ…

ହିନ୍ଦୀ ସିନେମାର ଅନ୍ୟତମ ବଡ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ଲୋକମାନଙ୍କ ଅନଲାଇନ୍ ଟ୍ରୋଲ୍ ଯୋଗୁଁ ତାଙ୍କ ଫୋନ୍ ନମ୍ବର ପରିବର୍ତ୍ତନ କରିଛନ୍ତି। ଏଥିସହ ସେ ତାଙ୍କର ସମସ୍ତ ଘନିଷ୍ଠ ବନ୍ଧୁଙ୍କୁ ନିଜ ଟ୍ୱିଟର ଆକାଉଣ୍ଟରୁ ଅନଫଲୋ ମଧ୍ୟ କରିଛନ୍ତି। ଏଭଳି କରିବା ପରେ କରଣ…

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏବେ ସାହିଲ ଖାନ ବଲିଉଡରେ ନିଜ କ୍ୟାରିୟର ଶେଷ ହେବା ପଛରେ ଥିବା ଏହି ବଡ଼…

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏବେ ସାହିଲ ଖାନ ବଲିଉଡର କଳାମୁଖାକୁ ସାମ୍ନାକୁ ଆଣିଛନ୍ତି । ସାହିଲ କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କୁ ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କ ସହ ଏକ ପତ୍ରିକାର କଭରରେ ମଧ୍ୟ ଦେଖାଯାଇଥିଲା। ସେ କ୍ଲାଉଡ୍ ୯ରେ ଥିବାବେଳେ ପ୍ରକାଶ…

ଇଣ୍ଡଷ୍ଟ୍ରିର କେଉଁମାନଙ୍କ ପାଇଁ ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? ପ୍ରଶଂସକ ନା ପଚାରିବା ପରେ ଆସିଛି ଶେଖର…

ନିର୍ଦ୍ଦେଶକ ଶେଖର କପୁର ଖୁଲାସା କରିଛନ୍ତି ଯେ ଅନେକ ମାସ ପୂର୍ବରୁ ସୁଶାନ୍ତ ସିଂ ରାଜପୁତ ତାଙ୍କ ସହିତ ଫିଲ୍ମ ‘ପାନୀ’ କରିବା ପାଇଁ ଯାଉଥିଲେ । ଫିଲ୍ମ ପାଇଁ ସୁଶାନ୍ତ ପ୍ରସ୍‌ୁତି ମଧ୍ୟ ଆରମ୍ଭ କରିଦେଇଥିଲେ । ଏମିତିରେ କୌଣସି କାରଣରୁ ଏହି ଫିଲ୍ମ ହୋଇପାରିନଥିଲା । ଶେଖର କପୁର ଏବଂ…

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ମୁକେଶ ଭଟ୍ଟଙ୍କ ଖୁଲାସା, କହିଛନ୍ତି- ‘ଯେତେବେଳେ ମୁଁ ଭେଟିଲି…

34 ବର୍ଷୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଶାହରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନ ପର୍ଯ୍ୟନ୍ତ ଅନ୍ୟମାନେ ଅଭିନେତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। କୁହାଯାଉଛି ଯେ…

ନିଜ ଟ୍ୱିଟରରେ ଏହି ଚିତ୍ରକୁ ଲଗାଇ କ’ଣ କହିବାକୁ ଚାହିଁଥିଲେ ସୁଶାନ୍ତ ସିଂ ରାଜପୁତ, ଏହି ପେଣ୍ଟିଙ୍ଗର ରଚୟତା…

ଗତ ରବିବାର ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ପୂରା ବଲିଉଡ ଜଗତ ଏବଂ ସିନେପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି । ଗତ କିଛିମାସ ଧରି ସେ ଡିପ୍ରେସନରେ ଥିଲେ ଏବଂ ମୁମ୍ବାଇର ଜଣେ ସାଇକୋଲୋଜିଷ୍ଟଙ୍କ ତାଙ୍କର ଚିକିତ୍ସା କରୁଥିଲେ। ସେ…

ଟିକ୍‌ଟକ୍‌ରେ ବାବା ଜ୍ୟାକ୍ସନ ଭାବେ ଲୋକପ୍ରିୟ ହୋଇଥିବା ଯୁବରାଜ ଜିତିଲେ ଏକ କୋଟି ଟଙ୍କା, ଅମିତାଭ, ହ୍ରିତ୍ୱିକ ମଧ୍ୟ…

ଫି୍ଲପକାର୍ଟର ଏଂଟରଟେନମେଂଟ ନମ୍ବର ୱାନ ପ୍ରତିଯୋଗୀତା ଜିତିଥିବା ଟିକ୍‌ଟକ୍ ଷ୍ଟାର ବାବା ଜ୍ୟାକ୍ସସନ ଉର୍ଫ ଯୁବରାଜ ବର୍ତମାନ ସମୟରେ ବେଶ ଚର୍ଚ୍ଚା ସାଉଁଟୁଛନ୍ତି । ଏମିତିରେ ଏଭଳି ନୁହେଁ ଯେ ଏହି ପୁରସ୍କାର ଜିତିବା ପରେ ଯୁବରାଜ ଲୋକପ୍ରିୟ ହୋଇଛନ୍ତି । ସେ ସୋସିଆଲ ମିଡିଆରେ ଆଗରୁ ହିଁ ଜଣେ…

ଗର୍ଭବତୀ ହାତୀକୁ ନ୍ୟାୟ ଦେବା ପାଇଁ କପିଲ ଶର୍ମା ଏବଂ ଶ୍ରଦ୍ଧା କପୁର ପାଂଚ ଲକ୍ଷ ଲୋକଙ୍କୁ କଲେ ସାହାଯ୍ୟର ଅନୁରୋଧ

କେରଳରେ ଗର୍ଭବତୀ ହାତୀର ବିସ୍ଫୋଟକରେ ଭରା ସପୁରୀପଣସ ଖାଇ ମୃତ୍ୟୁ ହେବା ପରେ ଲୋକଙ୍କ ରାଗ ଫୁଟି ଫୁଟି ବାହାରୁଛି । ଏବେ ସୋସିଆଲ ମିଡିଆରେ ଚାରିଆଡ଼େ ହାତୀକୁ ନ୍ୟାୟ ଦେବା ପାଇଁ ସ୍ୱର ଉଠାଯାଇଛି । ଏହା ମଧ୍ୟରେ ଅନେକ ବଡ଼ ଷ୍ଟାର ମଧ୍ୟ ଆଗକୁ ଆସି ନିଜ ସ୍ୱର ଉଠାଉଛନ୍ତି । ପଶୁପକ୍ଷୀଙ୍କୁ…

ପ୍ରିୟଙ୍କା ଚୋପ୍ରାଙ୍କ ଭଉଣୀ ମୀରା ଚୋପ୍ରାଙ୍କୁ ଦୁଷ୍କର୍ମର ଧମକ, ସାଉଥଷ୍ଟାର ଜୁନିୟର ଏନଟିଆରଙ୍କ ଫ୍ୟାନ ନ ହେବା…

ସାଉଥ ସୁପର ଷ୍ଟାର ଜୁନିୟର ଏନଟିଆରଙ୍କ ଫ୍ୟାନ ନ ହେବା ଯୋଗୁଁ ଟ୍ୱିଟରରେ ପ୍ରଶଂସକମାନେ ପ୍ରିୟଙ୍କା ଚୋପ୍ରାଙ୍କ ଭଉଣୀ ମୀରା ଚୋପ୍ରାଙ୍କ ଉପରେ ବର୍ଷିଛନ୍ତି । ଏପରିକି ଅଭିନେତାଙ୍କ ପ୍ରଶଂସକମାନେ ମୀରାଙ୍କୁ ଖରାପ ଭାଷାରେ ଗାଳି ମଧ୍ୟ କରିଛନ୍ତି । ଯାହାପରେ ବିବ୍ରତ ହୋଇ ମୀରା ଚୋପ୍ରା ସାଇବର…

ଏବେ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ଫେମ ଅଭିନେତ୍ରୀ ତଥା ରୀବାର ରାଜକୁମାରୀ ହେଲେ କରୋନା ଆକ୍ରାନ୍ତ

ଏ ପର୍ଯ୍ୟନ୍ତ ଅନେକ ବଡ଼ ବଡ଼ ତାରକା କରୋନା ଭାଇରସରେ ଆକ୍ରାନ୍ତ ହୋଇସାରିଛନ୍ତି । ଏହା ମଧ୍ୟରେ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ଫେମ ଅଭିନେତ୍ରୀ ଏବଂ ରୀବାର ରାଜକୁମାରୀ ମୋହିନା କୁମାରୀ କରୋନା ସଂକ୍ରମିତ ହୋଇଛନ୍ତି । ମୋହିନାଙ୍କ ବ୍ୟତୀତ ତାଙ୍କ ସ୍ୱାମୀ ସୁୟଶ ଏବଂ ପରିବାରର ଅନ୍ୟ ସଦସ୍ୟ…

‘ସା ରେ ଗା ମା ପା’ଶୋର ରନର ଅପ ରହିଥିବା ଏହି ଗାୟକ ପିଏମ ମୋଦୀଙ୍କ ଉପରେ କଲେ ଅଭଦ୍ର ଟିପ୍ପଣୀ, ଗାୟକଙ୍କ ବିରୋଦ୍ଧରେ…

ତ୍ରିପୁରା ପୋଲିସ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଅପମାନଜନକ ଟିପ୍ପଣୀ କରିଥିବା ଆରୋପରେ ବାଙ୍ଗ୍‌ଲାଦେଶୀୟ ଗାୟକ ମେନୂଲ ଏହସାନ ନୋବଲ ଉର୍ଫ ନୋବଲଙ୍କ ବିରୋଦ୍ଧରେ ଏଫଆଇଆର ଗ୍ରହଣ କରିଛି । ନୋବଲ ଗତବର୍ଷ ବାଙ୍ଗ୍‌ଲାର ମ୍ୟୁଜିକ ରିୟାଲିଟି ଶୋ ‘ସା ରେ ଗା ମା ପା’…