Browsing Tag

manoranjan-latest

ନିଜ ଷେଓ ବଗିଚାର ସୁନ୍ଦର ଭିଡିଓ ସେୟାର କଲେ ଡିମ୍ପଲ ଗର୍ଲ ପ୍ରୀତି ଜିଂଟା

ଅଭିନେତ୍ରୀ ପ୍ରୀତି ଜିଣ୍ଟା ହିମାଚଳ ପ୍ରଦେଶର ଶିମଲାସ୍ଥିତ ତାଙ୍କର ପରିବାର ଫାର୍ମ ହାଉସର ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି । ଡିମ୍ପଲ୍ ଗାର୍ଲ ପ୍ରୀତି ଜିଣ୍ଟା ପ୍ରାୟତଃ ନିଜ ଇନଷ୍ଟାଗ୍ରାମରେ ଚାଷ ସମ୍ବନ୍ଧୀୟ ଭିଡିଓ ସେୟାର କରନ୍ତି । ବର୍ତ୍ତମାନ ସେ ସିମଲାସ୍ଥିତ ତାଙ୍କ ଫାର୍ମ…

ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ମେଲବୋର୍ଣ୍ଣ ଆୱାର୍ଡ୍ସରେ ବେଷ୍ଟ ଆକ୍ଟର ହେଲେ ମନୋଜ ବାଜପେୟୀ , ସାମନ୍ଥା ଶ୍ରେଷ୍ଠ…

ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ମେଲବୋର୍ଣ୍ଣ ଆୱାର୍ଡ୍ସର ଲାଟେଷ୍ଟ ଏଡିସନ୍‌ରେ ୱେବ୍ ସିରିଜ୍ ‘ଦି ଫ୍ୟାମିଲି ମ୍ୟାନ୍ ୨’ ଅଭିନେତା ମନୋଜ ବାଜପେୟୀ ଏବଂ ଅଭିନେତ୍ରୀ ସାମନ୍ଥା ଆକ୍କିନେନି ବିଜେତା ହୋଇଛନ୍ତି । ଏହି ଆୱାର୍ଡ ସେରିମନି ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ…

ଆଫଗାନିସ୍ତାନ ମହିଳାଙ୍କୁ ନେଇ ଚିନ୍ତା ବ୍ୟକ୍ତ କଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, କହିଲେ ଏଭଳି

ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ଦଖଲ କରିନେଇଛି ତାଲିବାନ । ଯାହାର ଫଟୋ ଏବଂ ଭିଡିଓ ଦେଶବାସୀଙ୍କ ମନରେ ଭୟ ସୃଷ୍ଟି କରିବା ସ୍ବାଭାବିକ । ଯେଉଁଥି ପାଇଁ ସମଗ୍ର ବିଶ୍ୱରେ ଲୋକମାନେ ଚିନ୍ତା ପ୍ରକଟ କରୁଥିବା ଦେଖାଯାଉଛି । ଆଫଗାନିସ୍ତାନର ନାଗରିକମାନଙ୍କ ପାଇଁ ଅନେକ ବଲିଉଡ ସେଲିବ୍ରିଟି…

ଇଣ୍ଡିଆନ୍ ଆଇଡଲ୍ ୧୨ରେ ବାଜି ମାରିଲେ ପାହାଡି ଇଲାକାର ପୁଅ ପୱନଦୀପ ରାଜନ୍, ସମସ୍ତଙ୍କୁ ପଛରେ ପକାଇ ହାତେଇଲେ ଟାଇଟଲ

ସୋନି ଟିଭିରେ ପ୍ରସାରିତ ସିଙ୍ଗିଗ୍ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍ ୧୨ ର ଗ୍ରାଣ୍ଡ୍ ଫାଇନାଲ୍ ଶେଷ ହୋଇଛି । ଅଗଷ୍ଟରେ ୧୫ ରେ ଇଣ୍ଡିଆନ୍ ଆଇଡଲ୍ ଏହାର ଦ୍ୱାଦଶ ବିଜେତା ପାଇଛି । ପୱନଦୀପ ରାଜନ ଇଣ୍ଡିଆନ୍ ଆଇଡଲ୍ ୧୨ ର ବିଜେତା ହୋଇଛନ୍ତି । ସେ ଅନ୍ୟ ପାଞ୍ଚ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ…

ନିଜର ଏଭଳି ଫଟୋ ସେୟାର କରି ଟ୍ରୋଲ ହେଲେ କଙ୍ଗନା ରଣାୱତ, ଟ୍ରୋଲର କହିଲେ-ଅନ୍ୟକୁ ଜ୍ଞାନ ଦେଉଥିଲ, ନିଜେ କଣ କଲ ?

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଯିଏକି ଅଭିନୟ ପାଇଁ ବେଶ୍ ଲୋକପ୍ରିୟ ଏବଂ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସନ୍ତି । ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହୁଥିବା କଙ୍ଗନା ବିଭିନ୍ନ ସମୟରେ ନିଜର ମତ ଓ ମନ୍ତବ୍ୟକୁ ନେଇ ବିବାଦକୁ ଆସନ୍ତି । କଙ୍ଗନା ପ୍ରାୟ…

ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଥିଲେ ଶ୍ରୀଦେବୀ, ହିରୋଙ୍କ ଅପେକ୍ଷା ମଧ୍ୟ ନେଉଥିଲେ ଅଧିକ ଫିସ

ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀ ଅଗଷ୍ଟ ୧୩,୧୯୬୩ ରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀଦେବୀ ଆଜି ଏହି ଦୁନିଆରେ ନଥାଇ ପାରନ୍ତି, କିନ୍ତୁ ତାଙ୍କ ଫିଲ୍ମ ମାଧ୍ୟମରେ ସେ ପ୍ରଶଂସକଙ୍କ ହୃଦୟରେ ସର୍ବଦା ଜୀବନ୍ତ ରହିବେ। ଶ୍ରୀଦେବୀ ତେଲୁଗୁ ସିନେମା ‘ମା ନନ୍ନା ନିର୍ଦ୍ଦୋଷ’ରେ ଶିଶୁ କଳାକାର ଭାବରେ…

ମୃତ୍ୟୁ ବାର୍ଷିକୀ: ଆଜି ଦିନରେ ଗୁଲଶାନ କୁମାରଙ୍କ ଉପରକୁ ଚଳାଯାଇଥିଲା ୧୬ ଟି ଗୁଳି, ଫୋନରେ ଚିତ୍କାର ଶୁଣୁଥିଲା ଆବୁ…

୮୦-୯୦ ଦଶକରେ ଘରେ ଘରେ ବାଜୁଥିବା ଧାର୍ମିକ ଗୀତର ଗାୟକ ଯେ କେହି ହେଉନା କାହିଁକି, କିନ୍ତୁ ସେମାନେ ଟି-ସିରିଜ୍ କମ୍ପାନୀର ନିର୍ମାତା ଗୁଲଶନ୍ କୁମାରଙ୍କ ନାମରେ ଜଣାଶୁଣା ଥିଲେ| ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିବା ଗୁଲଶନ କୁମାରଙ୍କ ପିତା ଦିଲ୍ଲୀର ଦରିଆଗଞ୍ଜ ବଜାରରେ ଏକ ଫଳ ଜୁସ ବିକ୍ରି…

ଫିଲ୍ମ ବ୍ୟତୀତ ଏହିସବୁ ବ୍ୟବସାୟରୁ କୋଟି କୋଟି କମାନ୍ତି ସୁନିଲ ସେଟ୍ଟୀ, ରାଜକୀୟ ଶୈଳୀରେ ବିତାନ୍ତି ଜୀବନ

ବଲିଉଡର ଆନ୍ନା ଅର୍ଥାତ୍ ସୁନୀଲ ଶେଟ୍ଟୀ ଆଜି ତାଙ୍କର ୬୧ ତମ ଜନ୍ମଦିନ ପାଳନ କରୁଛନ୍ତି | ଅଗଷ୍ଟ ୧୧, ୧୯୬୧ ରେ ଜନ୍ମ ହୋଇଥିବା ସୁନୀଲ ଶେଟ୍ଟୀ ପରଦାରେ ନିଜର ଚମତ୍କାର ପ୍ରମାଣ କରିଛନ୍ତି | ୧୯୯୨ ମସିହାରେ, ସେ 'ବଲୱାନ୍' ଚଳଚ୍ଚିତ୍ର ସହିତ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ | ୧୦୦ ରୁ…

ଦୁନିଆର ସବୁଠାରୁ ଧନୀ ମହିଳା ଭାବେ ମାନ୍ୟତା ପାଇଲେ ପପଷ୍ଟାର ରିହାନା, ଅଟନ୍ତି ଏତେ ସମ୍ପତିର ମାଲିକାଣି

ଆମେରିକୀୟ ପପ୍ ଷ୍ଟାର ରିହାନା ପୁଣି ଥରେ ଲାଇମ୍ ଲାଇଟ୍ ରେ । ଆମେରିକାର ବିଜନେସ୍ ମାଗାଜିନ୍ ‘ଫୋର୍ବସ୍’ ରିହାନାଙ୍କୁ ବିଶ୍ୱର ସବୁଠାରୁ ଧନୀ ମହିଳା ଗାୟିକା ଭାବରେ ଘୋଷଣା କରିଛି। ‘ଫୋର୍ବସ୍’ ମାଗାଜିନ୍ ଅନୁଯାୟୀ ରିହାନାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧.୭ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି।…

ସ୍ପେଶାଲ୍ ଅଲିମ୍ପିକ୍ସ ମୁଭମେଣ୍ଟର ବ୍ରାଣ୍ଡ୍ ଆମ୍ବାସାଡର୍ ହେଲେ ସୋନୁ ସୁଦ

ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ସ୍ପେଶାଲ୍ ଅଲିମ୍ପିକ୍ସ ମୁଭମେଣ୍ଟର ବ୍ରାଣ୍ଡ୍ ଆମ୍ବାସାଡର କରାଯାଇଛି। ସୋନୁ ନିଜେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ତାଙ୍କ ଫ୍ୟାନ୍ସଙ୍କୁ ଏହି ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇ ସୋନୁ ଲେଖିଛନ୍ତି, ‘ଆଜି ମୁଁ ଅତ୍ୟନ୍ତ ଗର୍ବିତ…