ଆଜି ୧୨ଘଣ୍ଟିଆ ମାଲକାନଗିରି ବନ୍ଦ
ମାଲକାନାଗିରି,୨୫/୦୩: ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ପାଳନ ।୪ ଦଫା ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ଡାକରା ଦିଆଯାଇଛି।ଏହି ବନ୍ଦ ପାଳନ ସମୟରେ ସ୍କୁଲ୍, କଲେଜ, ଅଫିସ୍, ଦୋକାନ ବଜାର ବନ୍ଦ ଓ ଗାଡ଼ି ଚଳଚଳ ଠପ୍ ରହିବ।ମଣ୍ଡିରୁ ଧାନ ଉଠାଇବା, ଅଦିନିଆ ବର୍ଷା ଜନିତ!-->…
