ବେକରେ ରହିଥିବା କଳା ଦାଗକୁ ନେଇ ଚିନ୍ତିତ କି? ତେବେ କରନ୍ତୁ ଏହି ସହଜ ଉପାୟ
ଗ୍ରୀଷ୍ମ ଋତୁରେ ସୂର୍ଯ୍ୟ ଉତ୍ତାପ ଯୋଗୁଁ ବିଭିନ୍ନ ପ୍ରକାରର ଚର୍ମ ରୋଗ ସହ ତ୍ବଚା ଉପରେ ମଧ୍ୟ ପ୍ରଭାବ ପଡୁଛି । ଯେମିତିକି ଅଧିକ ଖରା ହେତୁ ସନ୍ଟ୍ୟାନ୍ ହେବା ବେକରେ ଏକ ପ୍ରକାରର କଳା ଦାଗ ହୋଇଯାଏ । ଯେଉଁଥି ପାଇଁ ଆମେ ବିୟୁଟି ପାର୍ଲରରେ ସ୍କ୍ରବିଂ, ମସାଜ୍ ଏବଂ ପ୍ୟାକ୍ ଭଳି…