ପେଟର ଚର୍ବି କମାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ପାଂଚୋଟି ସରଳ ଡ୍ରିଙ୍କସ
ନିଜକୁ ଫିଟ୍ ରଖିବା ପାଇଁ ଏକ ଷ୍ଚ୍ରିକ୍ଟ ଏକ୍ସସରସାଇଜ ରୁଟିନର ପାଳନ କରିବା ସେତିକି ମହତ୍ତ୍ଵପୂର୍ଣ୍ଣ, ଯେତିକି ଠିକ ଜିନିଷ ଖାଇବା ଏବଂ ପିଇବା। କିନ୍ତୁ ଆମେ ଦୁଇଟି ଯାକରେ ସଠିକ ଭାବେ ସନ୍ତୁଳନ ରଖିନଥାଉ। ତେଣୁ ଏହାର କ୍ଷତି ଆମକୁ ହିଁ ଉଠାଇବାକୁ ପଡିଥାଏ। ଓଜନ କମ କରିବା ପାଇଁ ଆମକୁ ଆମର…