ସାଉଥ ସୁପରଷ୍ଟାର ଜୁନିୟର ଏନଟିଆର କରୋନା ସଂକ୍ରମିତ
କରୋନା କବଳରୁ ଷ୍ଟାରମାନେ ମଧ୍ୟ ନିଜକୁ ରକ୍ଷା କରି ପାରୁନାହାଁନ୍ତି । ଏଥିମଧ୍ୟରେ ତେଲୁଗୁ ସୁପରଷ୍ଟାର ଜୁନିୟର ଏନଟିଆର କରୋନା ସଂକ୍ରମିତ ହୋଇଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ଏଥିସହିତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ସେ କହିଛନ୍ତି।…