ମାଧୁରୀ ଦିକ୍ଷୀତଙ୍କ ବଦଳରେ କାଶ୍ମୀର ଛାଡ଼ିବାକୁ ରାଜି ହୋଇଯାଇଥିଲା ପାକିସ୍ତାନ: ଜାଣନ୍ତୁ ପୁରା ଘଟଣା
୯୦ ଦଶକରୁ କୋଟି କୋଟି ହୃଦୟର ରାଜ କରୁଥିବା ମାଧୁରୀ ଦୀକ୍ଷିତଙ୍କର ଆଜି ଜନ୍ମଦିନ । ମାଧୁରୀ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ 'ଅବୋଦ୍ଧ'ଫିଲ୍ମରୁ। ମାଧୁରୀ ଦୀକ୍ଷିତ ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି। ମାଧୁରୀ ପଦ୍ମଶ୍ରୀ ବ୍ୟତୀତ ଅନେକ ପୁରସ୍କାର ଜିତିଛନ୍ତି | ଆପଣ…