ସ୍ୱପ୍ନରେ ଆସିଥାଏ ମୃତ୍ୟୁର ବାର୍ତ୍ତା
ସ୍ୱପ୍ନରେ ବି ମୃତ୍ୟୁର ବର୍ତ୍ତା ଆସିଥାଏ । ମୃତ୍ୟୁ ଏପରି ଏକ ସତ୍ୟ ଯାହା ବିଷୟରେ ଆମେ ସବୁ ଜାଣି ମଧ୍ୟ ସବୁ ଅଜଣା ରହୁ । ସ୍ୱପ୍ନ ଏପରି ଏକ ମାଧ୍ୟମ ଯେଉଁଥିରେ ମୃତ୍ୟୁର ସଂକେତ ମିଳେ ।
- ଯେଉଁ ବ୍ୟକ୍ତି ସ୍ୱପ୍ନରେ ନିଜ ଇଷ୍ଟ ଦେବୀଙ୍କ ପ୍ରତିମାକୁ ଭାଙ୍ଗଯିବା କିମ୍ବା ଜଳିଯିବାର…