ପିତାମାତାଙ୍କ ସମେତ ୧୧ ଜଣଙ୍କ ବିରୋଧରେ ସିଭିଲ ମକଦ୍ଦମା ଦାୟର କଲେ ସାଉଥ ସୁପରଷ୍ଟାର ଥାଲାପାଥି ବିଜୟ
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ନାମୀଦାମୀ ନାଁ ହେଉଛନ୍ତି ଜୋସେଫ ବିଜୟ । ତାଙ୍କ ବିଶାଳ ଯୁବ ଫ୍ୟାନ ବେସ ଦ୍ୱାରା ଥାଲାପତି ବିଜୟ ନାମରେ ଜଣାଶୁଣା,ଜୋସେଫ ବିଜୟ ତାଙ୍କ ପିତା ଏସ ଚନ୍ଦ୍ରଶେଖର ଏବଂ ମାତା ଶୋବାଙ୍କ ସମେତ ୧୧ ଜଣଙ୍କ ବିରୋଧରେ ସିଭିଲ ମକଦ୍ଦମା ଦାୟର କରିଛନ୍ତି।
ବିଜୟଙ୍କ…