ଏତିକି ଦରମା ପାଇଥାନ୍ତି IAS ଅଫିସର , ଘର ଗାଡି ସହ ମିଳିଥାଏ ଏହି ସବୁ ସୁବିଧା
ପ୍ରତିବର୍ଷ ଦେଶର ଲକ୍ଷ ଲକ୍ଷ ଯୁବକ ଓ ଯୁବତୀ ୟୁପିଏସସି ପରୀକ୍ଷା ଦେଇଥାନ୍ତି । ଯାହାକି ଭାରତର ସବୁଠାରୁ କଠିନ ପରୀକ୍ଷା ବୋଲି ବିବେଚନା କରାଯାଏ। ସିଭିଲ୍ ସେବା ପାଇଁ UPSC ପରୀକ୍ଷାରେ କେବଳ ସଫଳ ପ୍ରାର୍ଥୀମାନେ IAS, IPS ଏବଂ IFS ପରି ମହାନ ମହାନ ପଦବୀ ପାଇଥାନ୍ତି । ଯାହା ଭାରତର…