Browsing Tag

#khandagirimela #odisha #news #MosquitoNetBaba

ଖଣ୍ଡଗିରି ମାଘମେଳାରେ ମଶାରୀ ବାବା

ଭୁବନେଶ୍ଵର ,୦୧/୦୨ : ଆଜି ଖଣ୍ଡଗିରି କୁମ୍ଭମେଳାର ଶେଷ ଦିନ। ଦିନ ଯେତେ ଗଡୁଛି, ଜନଗହଳି ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ସାଧୁସନ୍ଥଙ୍କ ଦର୍ଶନ ଲାଗି ଖଣ୍ଡଗିରି ପାହାଡ଼ ଉପରେ ସକାଳୁ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗୁଛି। ପ୍ରାତଃରୁ ହୋମଯଜ୍ଞ ଚାଲୁଥିବା ବେଳେ ସାରୁ