ଚାଇନାରେ ବିଜୁଳିି ସଙ୍କଟ: କାରଖାନା କାମ ବନ୍ଦ, ଏପରିକି ପାଣି ଗରମ ବି ନିଷେଧ, ସାରା ବିଶ୍ୱରେ ବ୍ୟାହତ ହେବ ମୋବାଇଲ୍…
ଚୀନ୍ର ଉତ୍ତର-ପୂର୍ବ ଅଞ୍ଚଳରେ ଆରମ୍ଭ ହୋଇଥିବା ବିଦ୍ୟୁତ୍ ସଙ୍କଟ ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି । ପରିସ୍ଥିତି ଏମିିତି ହୋଇଛି ଯେ ଅନେକ କାରଖାନା, ମଲ୍, ଦୋକାନ ବନ୍ଦ କରିବାକୁ ପଡିଛି । ଲୋକମାନେ ନିଜ ଘରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କୋଇଲା ଯୋଗାଣରେ ସମସ୍ୟା ହେତୁ ଚୀନ୍ର…