Browsing Tag

khabar-latest

ପୃଥିବୀ ନୀକଟକୁ ୫.୨ କିମି/ସେ ବେଗରେ ମାଡ଼ି ଆସୁଛି ଏକ ବିଶାଳ ଉଲକା ପିଣ୍ଡ, ଏହି ସନିବାର ପୃଥିବୀ ଦେଇ ଅତିକ୍ରମ କରିବ

ନାସା ବର୍ତମାନ ଦିନଗୁଡ଼ିକରେ ଏକ ଏଭଳି ଉଲ୍‌କା ପିଣ୍ଡ ଉପରେ ନଜର ରଖିଛି ଯାହା ତୀବ୍ର ଗତିରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି । କୁହାଯାଉଛି ଯେ ଏହାର ଲମ୍ବ ଅମ୍ପାୟାର ଷ୍ଟେଟ ବିଲ୍ଡିଙ୍ଗ ଠାରୁ ମଧ୍ୟ ଅଧିକ ହୋଇପାରେ । ଏହି ଉଲ୍‌କା ପିଣ୍ଡ ଏହି ସପ୍ତାହରେ ପୃଥିବୀ କକ୍ଷର ନୀକଟ ଦେଇ ଅତିକ୍ରମ କରିବ…

କେତେ ଭୟଙ୍କର ହୋଇପାରେ ମୁମ୍ବାଇ ଏବଂ ଗୁଜୁରାଟକୁ ମାଡ଼ିଆସୁଥିବା ବାତ୍ୟା ‘ନିସର୍ଗ’..ଜାଣନ୍ତୁ

ଗୋଟିଏ ପଟେ କରୋନାର ବଳୟ ପୁରା ଦେଶକୁ ଘେରି ରହିଥିବା ବେଳେ ଅନ୍ୟପଟେ ପ୍ରକୃତିର ପ୍ରକୋପ ଲାଗାତର ଜାରି ରହିଛି । ବଙ୍ଗଳା ଏବଂ ଓଡ଼ିଶାରେ ଅମ୍ଫାନର ପ୍ରକୋପ ପରେ ଏବେ ପଶ୍ଚିମ ତଟୀୟ ଅଂଚଳରେ ମହାବାତ୍ୟା ନିସର୍ଗ ନିଜର ପ୍ରକୋପ ଦେଖାଇବାକୁ ଯାଉଛି । ଏନଡିଆରଏଫ ମହାରାଷ୍ଟ୍ରରେ ପାଲ୍‌ଘର ସମେତ…

ଗୋରଖପୁରରେ ମିଳିଛି ତିନିଶହରୁ ଅଧିକ ବାଦୁଡ଼ିଙ୍କ ମୃତଦେହ, ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଲା ଚାଂଚଲ୍ୟକର ତଥ୍ୟ

ଗୋରଖପୁରରେ ଖଜନୀ ରେଞ୍ଜରେ ବେଲଘାଟ ସ୍ଥିତ ଏକ ବଗିଚାରେ ତିନିଶହରୁ ଅଧିକ ବାଦୁଡ଼ିଙ୍କ ମୃତଦେହ ମିଳିଛି । ଏହାପରେ ପ୍ରକୃତ ଘଟଣା ବିଷୟରେ ଜାଣିବା ପାଇଁ ଗୋରଖପୁରରୁ ବୁଧବାରଦିନ ଟିମ ତିନୋଟି ବାଦୁଡ଼ିଙ୍କ ଶବ ନେଇ ଆଇବିଆରଆଇରେ ପହଂଚିଥିଲା । ଏଠାରେ ସଂନ୍ଧ୍ୟାରେ ପୋଷ୍ଟମର୍ଟମ କରାଗଲା, କିନ୍ତୁ…

ଏବେ ହ୍ୱାଟ୍ସଆପ ଜରିଆରେ କେଉଁଠାରୁ ମଧ୍ୟ କରିପାରିବେ ଏଲପିଜି ଗ୍ୟାସ ବୁକିଙ୍ଗ..

ଏବେ ଆପଣଙ୍କୁ ରୋଷେଇ ଗ୍ୟାସ ସିଲିଣ୍ଡର ବୁକିଙ୍ଗ ପାଇଁ ଆଉ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଆପଣ ହ୍ୱାଟ୍ସଆପ ଜରିଆରେ କେଉଁଠାରୁ ମଧ୍ୟ ସହଜରେ ଗ୍ୟାସ ବୁକିଙ୍ଗ କରିପାରିବେ । ଅସଲରେ ବତର୍ମାନ ଚାଲିଥିବା କରୋନା ଭାଇରସ ମଧ୍ୟରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ସମସ୍ତ କମ୍ପାନୀଗୁଡ଼ିକ…

ଅନଲାଇନ କ୍ଲାସରେ ପାକିସ୍ତାନର ଉଦାହରଣ ଦେଇ ନାଉନ ପଢ଼ାଉଥିବା ଶିକ୍ଷୟତ୍ରୀ ଶାଦବ ଖାନମ ନିଲମ୍ବିତ

ଶନିବାର ଗୋରଖପୁରର ଏକ ପ୍ରତିଷ୍ଠିତ ବିଦ୍ୟାଳୟ ଜିଏନ ପବ୍ଲିକ ସ୍କୁଲର ଜଣେ ଶିକ୍ଷୟତ୍ରୀ ଶାଦବ ଖାନମ୍‌ଙ୍କ ଦ୍ୱାରା ହ୍ୱାଟ୍ସଆପରେ ଅନଲାଇନ କ୍ଳାସରେ ପାକିସ୍ତାନର ମହିମା ମଣ୍ଡନ କରୁଥିବା କିଛି ଉଦାହରଣ ଦେଇ ପାଠ ପଢ଼ାଇବାକୁ ନେଇ ଅନେକ ହଙ୍ଗାମା ଦେଖାଦେଇଥିଲା । ଆପଣଙ୍କୁ ଜଣାଇଦେଉଛୁ ଯେ ଗତ…

ମନୁଷ୍ୟ ଉପରେ ଔଷଧ ପରୀକ୍ଷଣର ଘୋଷଣା କଲା ଆମେରିକା କମ୍ପାନୀ, ଏହି ବର୍ଷ ଔଷଧ ଆଣିବାର ଆଶା ବ୍ୟକ୍ତ କଲେ

କରୋନା ଭାଇରସର ପ୍ରକୋପ ସହ ମୁକାବିଲା କରିବା ପାଇଁ ସାରା ବେଜ୍ଞାନିକ ଏବଂ ଗବେଷକ ଏହି ରୋଗର ଔଷଧ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏହା ମଧ୍ୟରେ ଆମେରିକାର ଏକ ବାୟୋଟେକ୍ନୋଲୋଜି କମ୍ପାନୀ, ଅଷ୍ଟ୍ରେଲିଆରେ କରୋନା ଭାଇରସ ସଂକ୍ରମଣ ଔଷଧର ପରୀକ୍ଷଣ ମନୁଷ୍ୟ ଉପରେ ଆରମ୍ଭ କରିବାର ଘୋଷଣା କରିଛି…

କରୋନା ଏବଂ ଅମ୍ଫାନ ମଧ୍ୟରେ ଦେଶକୁ ପାକିସ୍ତାନରୁ ମାଡ଼ିଆସିଛି ଆଉ ଏକ ସଂକଟ

ବର୍ଷର ଛଅ ମାସ ମଧ୍ୟ ଯାଇନି ଏବଂ ଏହା ଭିତରେ କରୋନା ଏବଂ ବାତ୍ୟା ଅମ୍ଫାନ ପରେ ଦେଶକୁ ଆଉ ଏକ ସଂକଟ ମାଡ଼ି ଆସିଛି । ରାଜସ୍ଥାନରେ ପଶିଥିବା ପଙ୍ଗପାଳ(ଲୋକଷ୍ଟ) ଏବେ ଦେଶର ଅନ୍ୟ ଅଂଶ ଗୁଡ଼ିକ ଆଡ଼କୁ ମଧ୍ୟ ବଢ଼ିବାରେ ଲାଗିଛନ୍ତି । ଏହି ପାକିସ୍ତାନୀ ଆକ୍ରମଣର ଲକ୍ଷ ଏବେ ୟୁପି, ପଂଜାବ, ହରିୟାଣା…

ଲକଡାଉନ ହୋଇନଥିଲେ ୨୯ ଲକ୍ଷରେ ପହଂଚିଥାନ୍ତା ସଂକ୍ରମିତଙ୍କ ସଂଖ୍ୟା, ଯାଇଥାନ୍ତା ୭୮ ହଜାର ଲୋକଙ୍କ ଜୀବନ

କେନ୍ଦ୍ରିୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, କରୋନା ଭାଇରସ ଉପରେ ସୂଚନା ଦେଇ କହିଛନ୍ତି ଯେ ଏପର୍ଯ୍ୟନ୍ତର ସମସ୍ତ ପ୍ରୟାସ ଯୋଗୁଁ ଦେଶରେ କରୋନା ମାମଲାର ଦୁଇଗୁଣ ହାରରେ ବଢ଼ିବାର ମାତ୍ରାକୁ ନିୟନ୍ତ୍ରଣ ମଧ୍ୟରେ ରଖାଯାଇପାରିଛି । ଶୁକ୍ରବାର ଆୟୋଜିତ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆଇସିଏମଆର…

ଆମେରିକାରେ କରୋନା ମୃତକଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରିୟ ଧ୍ୱଜାକୁ ଅର୍ଦ୍ଧନମିତ କରିବାର ଆଦେଶ ଦେଇଛନ୍ତି ରାଷ୍ଟ୍ରପତି…

ସମଗ୍ର ଦୁନିଆ ଏହି ଭୟଙ୍କର କରୋନା ଭାଇରସ ମହାମାରୀ ସହ ନିଜ ଲଢ଼େଇରେ ଲାଗି ରହିଛନ୍ତି । ଏହି ଭାଇରସରେ ସମଗ୍ର ପୃଥିବୀରେ ବର୍ତମାନ ମୃତକଙ୍କ ସଂଖ୍ୟା ୩,୩୪,୦୦୦ରୁ ଉର୍ଦ୍ଧ୍ୱରେ ପହଂଚିଛି ଏବଂ ଏବେ ସୁଦ୍ଧା ପାଖାପାଖି ୫୨ଲକ୍ଷ ଲୋକ ଏଇ ଭାଇରସରେ ଆକ୍ରାନ୍ତ ହୋଇସାରିଲେଣି । କିନ୍ତୁ ଏଥିରେ…

ମୋବାଇଲରେ କାଶିବା କିମ୍ବା ଛିଙ୍କିବାରୁ ଜାଣିହେବ କରୋନାର ସଂକ୍ରମଣ, ଆମେରିକା ଗବେଷକଙ୍କ ଦାବି

ଆମେରିକାର ଏକ ଗବେଷଣା ଟିମ ଦାବି କରିଛି ଯେ ଜଲଦି ଏଭଳି ଟେକ୍ନୋଲୋଜି ଆସିବାକୁ ଯାଉଛି ଯାହାଦ୍ୱାରା ସ୍ମାର୍ଟଫୋନରେ କାଶିବା କିମ୍ବା ଛିଙ୍କିବା ଦ୍ୱାରା କୌଣସି ବ୍ୟକ୍ତି କାରୋନା ଭାଇରସରେ ସଂକ୍ରମିତ ଅଛନ୍ତି ନା ନାହିଁ ତାହା ଜଣାପଡ଼ିଯିବ । ଏଥିପାଇଁ ଟିମ ଏକ ସେନ୍ସର ପ୍ରସ୍ତୁତ କରୁଛି ଯାହାକୁ…