ମାଲିକାଣୀର ମୃତ୍ୟୁକୁ ସହିପାରିଲାନି ପୋଷା କୁକୁର, ଶେଷରେ ଚାରି ମହଲାରୁ ଡେଇଁ ହାରିଲା ଜୀବନ
କୁକୁର ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ । ଏହା କେବଳ ଏକ କଥା ମଧ୍ୟରେ ସୀମିତ ନୁହେଁ ବରଂ ଏକ ନିରାଟ ସତ୍ୟ ଅଟେ । ମାଲିକ ପ୍ରତି ଗୋଟିଏ କୁକୁରର ଭଲପାଇବା ନିଃସ୍ୱାର୍ଥପର ପ୍ରେମରେ ଭରି ରହିଥାଏ । ଅନେକ ସମୟରେ ଏଭଳି ଘଟଣା ସାମ୍ନାକୁ ଆସିଛି ଯେଉଁଠି ପଶୁ ମାନବ ସମାଜକୁ ଭଲପାଇବାର ପ୍ରକୃତ…