ନୂଆବର୍ଷରେ ଖୁସି ଖବର: ଫାଇଜର୍ ଟିକାକୁ ମିଳିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମଞ୍ଜୁରୀ
ଫାଇଜର୍ ଓ ବାୟୋଏନଟେକର କରୋନା ଭାକସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଞ୍ଜୁରୀ ପ୍ରଦାନ କରିଛି । ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି । ସେହିପରି ଭାରତରେ ମଧ୍ୟ ଶୁକ୍ରବାର ଅକ୍ସଫୋର୍ଡ ଭାକସିନକୁ ମଞ୍ଜୁରୀ ମିଳିପାରେ । ଏନେଇ ଶୁକ୍ରବାର ଏକ ବୈଠକ ବସିବ ।
ବିଶ୍ୱ…