ଯଦି WHO ଆଗରୁ ସତର୍କ କରାଇଥାନ୍ତା, ତେବେ ଦୁନିଆରେ ଅଟକାଯାଇପାରିଥାନ୍ତା ବର୍ତମାନର ବିନାଶ: ରିପୋର୍ଟ
ଆମେ କରୋନା ଭାଇରସ ମହାମାରୀକୁ ବର୍ତ୍ତମାନର ତାଣ୍ଡବ କରିବାକୁ ବନ୍ଦ କରିପାରିଥାନ୍ତେ କି? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ବିଭିନ୍ନ ଦେଶ ସରକାର ଜାଗରୁକ ହୋଇଥିଲେ, ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚି ପାରିଥାନ୍ତା କି?? ଏଭଳି ଅନେକ ପ୍ରଶ୍ନର ପ୍ରତିକ୍ରିୟାରେ , ମହାମାରୀ ନିରାକରଣ ଏବଂ…