Browsing Tag

khabar-latest

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ, ୨୯୬ ମୃତ

ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୬ ଜଣଙ୍କ…

ସାବଧାନ! ଆଗାମୀ ତିନିମାସ ହୋଇପାରେ ବିପଜ୍ଜନକ, ପାର୍ବଣ ଋତୁରେ ବିଧ୍ବଂସ ରଚିପାରେ ଡେଲଟା ଭାରିଆଣ୍ଟ

କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ କରୋନାର ଦ୍ୱିତୀୟ ଲହରରୁ ନିଶ୍ଚିତ ଭାବେ ଆରାମ ମିଳିଛି, କିନ୍ତୁ ଆସନ୍ତା ତିନି ମାସ ମଧ୍ୟରେ ଲୋକମାନେ ସତର୍କ ରହିବା ଆବଶ୍ୟକ। ବିଶେଷଜ୍ଞମାନେ କହିଛନ୍ତି ଯେ ଆସନ୍ତା ତିନି ମାସ ମଧ୍ୟରେ ବଡ ପର୍ବ ଆୟୋଜନ ହେବାକୁ…

ଆତଙ୍କବାଦୀ ପୋଷାକରେ ନଜର ଆସିଲେ ଆମେରିକାର ରାଷ୍ଟ୍ରପତି, ଜାଣନ୍ତୁ ଏହା ପଛର କାରଣ

ଆମେରିକାର ଆଫଗାନିସ୍ତାନରୁ ଲଜ୍ଜାଜନକ ପ୍ରତ୍ୟାହାର ପରେ ରାଷ୍ଟ୍ରପତି ଜୋ ବିଡେନ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ଏକ ପୋଷ୍ଟର ବହୁତ ଚର୍ଚ୍ଚାର ବିଷୟ ହୋଇଛି | ଏହି ପୋଷ୍ଟରରେ ତାଲିବାନ ଆତଙ୍କବାଦୀଙ୍କ ପୋଷାକରେ ରାଷ୍ଟ୍ରପତିଙ୍କୁ ଦର୍ଶାଯାଇଛି। ସେ ଏକ…

ସ୍ପୁଟନିକ୍‌-Vର ସିଙ୍ଗଲ ଡୋଜ୍ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ କୁ ମିଳିଲା DCGIର ମଞ୍ଜୁରୀ

ଭାରତରେ କରୋନା ସଂକ୍ରମଣ ରୋକିବା ଦିଗରେ ସଞ୍ଜୀବନୀ ସାଜିଛି ଭ୍ୟାକ୍‌ସିନ୍‌ । ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଟିକାକରଣ ଦ୍ରୁତ ଗତିରେ ଜାରି ରହିଥିବା ବେଳେ ଟିକା ଉତ୍ପାଦନ କମ୍ପାନୀମାନେ ମଧ୍ୟ ଉତ୍ପାଦନ ଜାରି ରଖିଛନ୍ତି । ତେବେ ଏଥି ମଧ୍ୟ​ରେ ଅନ୍ୟତମ ଟିକା ଉତ୍ପାଦନକାରୀ କମ୍ପାନୀ…

ଏଥର ମଧ୍ୟ ଫିକା ପଡ଼ିବ ଦିପାବଳୀ, ରାଜଧାନୀରେ ବାଣ ଉପରେ ଲାଗିଲା ସମ୍ପୂର୍ଣ୍ଣ ପ୍ରତିବନ୍ଧକ

ଅକ୍ଟୋବର ଆରମ୍ଭ ହେଉ ହେଉ ରାଜଧାନୀ ଦିଲ୍ଲୀରେ ସମ୍ଭାବ୍ୟ ବାୟୁର ଗୁଣବତ୍ତା ହ୍ରାସ ପାଇବାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଦିନ ସବୁ ପ୍ରକାର ବାଣ ଗୋଦାମ, ବାଣ ବିକ୍ରି ଓ ଉପଯୋଗ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛନ୍ତି। କେଜ୍ରିୱାଲ ଟ୍ୱିଟ କରି…

ଚମକିଗଲା ଶ୍ରମିକମାନଙ୍କ ଭାଗ୍ୟ ! ଭାରତର ଏହି ଖଣିରୁ ମିଳିଲା ୪୦ ଲକ୍ଷ ଟଙ୍କା ମୂଲ୍ୟର ହୀରା

ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ ୧୫ ବର୍ଷ ଅପେକ୍ଷା କରିବା ପରେ ଚାରିଜଣ ଶ୍ରମିକ ଏକ ଖଣିରୁ ୮.୨୨ କ୍ୟାରେଟ୍ ର ହୀରା ପାଇଛନ୍ତି, ଯାହାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ଅଧିକାରୀଙ୍କ କହିବାନୁସାରେ, ସମସ୍ତ ହୀରା ନିଲାମରୁ ମିଳିଥିବା ଅର୍ଥକୁ ସରକାରୀ ରୟାଲଟି ଏବଂ ଟ୍ୟାକ୍ସ…

ଆଉ କେତେଦିନ ମାସ୍କ ପିନ୍ଧିବା ଜରୁରୀ? ସ୍ପଷ୍ଟ କଲେ ଡା ଭି.କେ ପାଲ

ଦେଢ଼ ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱରେ ଚାଲିଆସୁଥିବା କରୋନା ସବୁକିଛି ଅସଂଗଠିତ କରିଛି | ଅଧ୍ୟୟନଠାରୁ ଆରମ୍ଭ କରି କାର୍ଯ୍ୟ ପର୍ଯ୍ୟନ୍ତ, ବ୍ୟବସାୟଠାରୁ ଚାକିରି ପର୍ଯ୍ୟନ୍ତ, କରୋନା ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଛି | କରୋନା ସଂକ୍ରମଣ ହେତୁ ମହାମାରୀ ଆରମ୍ଭରୁ ମାସ୍କ…

ଆଫଗାନିସ୍ତାନରେ ଦୁର୍ଦ୍ଦଶା: ଘରୋଇ ସାମଗ୍ରୀ ବିକିବା ଆରମ୍ଭ କଲେଣି ଭୋକରେ ଛଟପଟ ଲୋକ, ବଢ଼ିଲାଣି ସମସ୍ୟା

ଆଫଗାନିସ୍ତାନରେ ତାଲିବାନ ଫେରିବାର ଏକ ମାସ ବିତିଗଲାଣି। ଏହା ସହିତ ସେଠାରେ ଜନଜୀବନ ଅସ୍ତବ୍ୟସ୍ତ ହେବାକୁ ଲାଗିଲାଣି | ରୋଜଗାରର ମାଧ୍ୟମ ସମାପ୍ତ ହେବା ପରେ ଲୋକମାନେ ପରିବାର ଚଳାଇବା ଏବଂ ପିଲାମାନଙ୍କୁ ଖାଇବାକୁ ଦେବା ପାଇଁ ରାସ୍ତାରେ ଘରୋଇ ଜିନିଷ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି |…

ଗତ ୨୪ ଘଣ୍ଟାରେ ଦେଶରେ ୨୫ ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ, ଚିନ୍ତା ବଢ଼ାଇଲାଣି ମୃତକଙ୍କ ସଂଖ୍ୟା

ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୩୯ ଜଣଙ୍କ…

ଗତ ୨୪ ଘଣ୍ଟାରେ ଦେଶରେ ୨୭ ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ, ୨୧୯ ମୃତ

ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧୯ ଜଣଙ୍କ…