ଏସବୁ ଖାଦ୍ୟ ଖାଇଲେ ହୃଦଘାତ ଆସିପାରେ
ଆମ ମଧ୍ୟରୁ ଅଧିକାଂଶ ଜାଣିନଥାଉ ଯେ, ଧୂମପାନ, ଅତ୍ୟଧିକ ମଦ୍ୟପାନ ଓ ଶାରୀରିକ ପରିଶ୍ରମ ନ କରିବା କାରଣରୁ ହୃଦଘାତ ଆଶାଙ୍କା ବଢିଯାଇଥାଏ । କିନ୍ତୁ ନ୍ୟୁୟର୍କସ୍ଥିତ ମଣ୍ଟଫୋର୍ଟ ମେଡିକାଲ ସେଣ୍ଟର ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ଏହା ପ୍ରମାଣିତ ହୋଇଛି ଯେ, ଯେଉଁମାନେ ତ୍ରୁଟିପୂର୍ଣ୍ଣ…