ନିୟନ୍ତ୍ରଣରେ ରହିବ ଥାଇରଏଡ୍ : ଡାଏଟରେ ସାମିଲ କରନ୍ତୁ ଏହି ତିନୋଟି ଜୁସ୍
ଥାଇରଏଡକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଖାଦ୍ୟରେ କିଛି ପରିବର୍ତ୍ତନ କରିବାକୁ ହେବ । ଏମିତି କିଛି ଜୁସ୍ ଇଛି ଯାହାକୁ ପିଇ ଥାଇରଏଡକୁ ନିୟନ୍ତ୍ରଣରେ ରଖିପାରିବା । ତେବେ ଆସନ୍ତୁ ଜାଣିବା ଏହା କେଉଁ ପ୍ରକାରର ଜୁସ୍ ଯାହାକୁ ପିଇବା ଦ୍ବାରା ଥାଇରଏଡ୍ ନିୟନ୍ତ୍ରଣରେ ରହିପାରିବ ।
ବିଶ୍ବାସ…