୬ଟି ସମର ଜୁସ ଯାହା କେଶ ବୃଦ୍ଧିରେ ହୋଇଥାନ୍ତି ଚମତ୍କାରୀ
ବର୍ତମାନ ସମୟରେ କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଦିନ ରେ ଝାଳ ଏବଂ ଧୂଳି ଏହି ସମସ୍ୟାକୁ ଆହୁରି ଖରାପ କରିଦିଏ । ଏଥିପାଇଁ ଆମେ ଦାମୀ ସାମ୍ପୁ ଠାରୁ ଆରମ୍ଭ କରି ମହଙ୍ଗା ଟ୍ରିଟମେଣ୍ଟ ପର୍ଯ୍ୟନ୍ତ କଣ ଟ୍ରାଏ ନ କରିଥାଉ? କିନ୍ତୁ ଆମକୁ ମନେ ରଖିବା ଦରକାର ଯେ…