କେଶରେ ମେଥିକୁ ଏଭଳି ଉପାୟରେ କରନ୍ତୁ ବ୍ୟବହାର: ପାଇବେ ଚମତ୍କାରୀ ଲାଭ
ମେଥି ଦାନାରେ ଭରପୁର ଔଷଧୀୟ ଗୁଣ ରହିଛି। ଏହା ସ୍ୱାସ୍ଥ୍ୟ ସହ କେଶ ପାଇଁ ଖୁବ୍ ଲାଭଦାୟକ। ଏହାର ବ୍ୟବହାର ଦ୍ୱାରା ଆପଣଙ୍କ କେଶ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ। ଏଥିରେ ଆଇରନ, ପ୍ରୋଟିନ୍ ଓ ଅନ୍ୟ ଭିଟାମିନ ପର୍ଯ୍ୟାପ୍ତ ମାତ୍ରାରେ ରହିଛି। ଏହା କେଶକୁ ମଜଭୂତ କରିଥାଏ। ଜାଣନ୍ତୁ ମେଥିର…