ଏହି ଅଭ୍ୟାସଗୁଡିକ ମଣିଷକୁ କରିଦିଏ କାଙ୍ଗାଳ : ଚାଲିଯାଇଥାଏ ଧନ, ଗୌରବ ଏବଂ ସମ୍ମାନ
ହିନ୍ଦୁ ଧର୍ମର ସମସ୍ତ ୧୮ଟି ମହାପୁରାଣରେ ଗରୁଡ ପୁରାଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଯଦିଓ ଏହି ପୁରାଣ କାହାର ମୃତ୍ୟୁ ପରେ ପଢାଯାଏ, କିନ୍ତୁ ଏଥିରେ ଅନେକଗୁଡ଼ିଏ କଥା କୁହାଯାଇଛି, ଯାହାର ମାନବ ଜୀବନ ସହିତ ଗଭୀର ସମ୍ପର୍କ ଅଛି | ଗରୁଡ ପୁରାଣ ଅନୁଯାୟୀ ଜଣେ ବ୍ୟକ୍ତିର କିଛି ଅଭ୍ୟାସ…