ଏପ୍ରିଲ ୨ତାରିଖରେ ଶୁଭାରମ୍ଭ ହେବ ‘ଶିଶୁ ବାଟିକା’
ଆମ ରାଜ୍ୟର ପିଲାମାନଙ୍କୁ ସର୍ବୋତ୍ତମ ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଆମେ ପ୍ରତିଶ୍ରୁତି ବଦ୍ଧ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି । ଏହାର ବାସ୍ତବ ରୂପ ଦେବା ପାଇଁ ୨୦୨୦ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ନିମିତ୍ତ ନୂଆ କରି ପାଠ ଶିଖିବାକୁ!-->…