ଡେଲ ଟେକ୍ନୋଲୋଜିସ ପକ୍ଷରୁ ନୂଆ ଡେଲ୍ ପ୍ରୋ ଏସେନ୍ସିଆଲ ଲାପ୍ଟପର ଶୁଭାରମ୍ଭ
ଭୁବନେଶ୍ୱର : ଡେଲ ଟେକ୍ନୋଲୋଜି ପକ୍ଷରୁ ଆଜି ଭାରତରେ ଦୁଇଟି ନୂଆ ଡେଲ ପ୍ରୋ ଲାପଟପ: ଡେଲ ପ୍ରୋ ୧୪ ଏସେନ୍ସିଆଲ ଓ ଡେଲ୍ ପ୍ରୋ ୧୫ ଏସେନ୍ସିଆଲର ଲଂଚ ଘୋଷଣା କରାଯାଇଛି। କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ (ଏସଏମବି)ଗୁଡିକର ଆବଶ୍ୟକତା ପୂରଣ କରିବା ପାଇଁ ଡିଜାଇନ ହୋଇଥିବା ଏହି ଲାପଟପଗୁଡିକ ସୁଲଭ!-->…