Browsing Tag

Bises-latest

ଆମାଜନ ଜଙ୍ଗଲରୁ ଆସିପାରେ ଆଉ ଏକ ମହାମାରୀ : ବ୍ରାଜିଲ ବୈଜ୍ଞାନିକଙ୍କ ଚେତାବନୀ

କରୋନା ଭାଇରସ ମହାମାରୀ ପରେ ଦୁନିଆକୁ ଆସିପାରେ ଆଉ ଏକ ମହାମାରୀ । ବ୍ରାଜିଲର ପରିବେଶ ବିଜ୍ଞାନୀ ଡେଭିଡ ଲାପୋଲା ଏହି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଭାଇରସର ପ୍ରକୋପ ସମୟରେ ପ୍ରଚୁର ଜଙ୍ଗଲ କାଟିବା କାରଣରୁ ଆମାଜନରେ ନୂଆ ରୋଗ ସୃଷ୍ଟି ହେବାର ବିପଦ ଜନ୍ମ ହେଉଛି । ଗବେଷକଙ୍କ…

ଗୁଜୁରାଟରେ ଜଣେ ସେଲୁନ କର୍ମଚାରୀ ପିପିଇ କିଟ ପିନ୍ଧି କାଟୁଛନ୍ତି ଗ୍ରାହକଙ୍କ ଚୁଟି

ବର୍ତମାନ ଦେଶରେ ବଢ଼ିଚାଲିଥିବା କରୋନାର ତାଣ୍ଡବକୁ ଦେଖି ପ୍ରତ୍ୟେକ ନିଜ ନିଜ ଉପାୟରେ ସଚେତନ ରହି ଏହି ଭାଇରସ ବିରୁଦ୍ଧରେ ଲଢ଼ୁଛନ୍ତି । ଏଭଳି ଘଟଣା ପରିପ୍ରେକ୍ଷୀରେ ଗୁଜୁରାଟରେ ଏକ ସେଲୁନରେ କାର୍ଯ୍ୟ କରୁଥିବା କର୍ମଚାରୀ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଟ୍ ପିନ୍ଧି ଗ୍ରାହକଙ୍କ ଚୁଟି…

ଆନ୍ତର୍ଜାତୀୟ ନର୍ସେସ ଡେ: ଆଧୁନିକ ନର୍ସିଙ୍ଗର ଜନନୀ ତଥା ‘ଲେଡି ୱିଥ ଲ୍ୟାମ୍ପ’ ନାମରେ ଜଣାଶୁଣା ଏହି ମହିୟସୀ…

ମେ ୧୨, ୧୮୨୦ରେ ଇଟାଲୀର ଫ୍ଲୋରେନ୍ସ ୱିଲିୟମ ନାଇଟିନଗେଲ ଏବଂ ଫେନିଙ୍କ ଘରେ ଜନ୍ମିତ ଫ୍ଲୋରେନ୍ସ ନାଇଟିନଗେଲ ଇଂଲଣ୍ଡରେ ବଢ଼ିଛନ୍ତି । ଫ୍ଲୋରେନ୍ସ ନାଇଟିନଗେଲଙ୍କୁ ଆଧୁନିକ ନର୍ସିଙ୍ଗର ଜନକ ରୂପେ ମାନ୍ୟତା ଦିଆଯାଇଥାଏ । ତାଙ୍କର ଜନ୍ମଦିବସର ଖାସ ଅବସରରେ ଅନ୍ତରାଷ୍ଟ୍ରିୟ ନର୍ସ ଦିବସ ପାଳନ…

ଅନ୍ୟ ଦେଶ ଗୁଡ଼ିକରେ କିଭଳି ଏବଂ କେବେ ପାଳନ କରାଯାଇଥିଲା ଏହି ଶ୍ରମିକ ଦିବସ

୧୯୧୭ରେ ଆନୁଷ୍ଠାନିକ ଘୋଷଣା ପର୍ଯ୍ୟନ୍ତ ରୁଷିଆ ଏହି ଦିବସକୁ ବେଆଇନ ଭାବେ ପାଳନ କରୁଥିଲା । ଏହି ବର୍ଷ ପରଠାରୁ ଏହି ପାଳନଗୁଡ଼ିକ ସାମାଜବାଦୀ ବିପ୍ଳବୀ ଏବଂ ଅରାକତାବାଦୀଙ୍କ ଦ୍ୱାରା ବଏକଟ ହୋଇଯାଇଥିଲା । ଏହା ସୋଭିଏତ ୟୁନିଅନର ଏକ ନିଦ୍ଧିଷ୍ଟ ଛୁଟିଦିନରେ ପରିଣତ ହୋଇଗଲା ଯାହାକୁ ସେମାନେ…

ମେ ଡେ :ଉନ୍ନବିଂଶ ଶତାବ୍ଦୀର ଶ୍ରମିକଙ୍କ ତ୍ୟାଗ ଓ ସଂଘର୍ଷର ପ୍ରତିଫଳନ

ସମାଜକୁ ଏବଂ ସମାଜ ପାଇଁ ଶ୍ରମିକମାନଙ୍କର ବଳିଦାନ ଓ ତ୍ୟାଗ ପ୍ରତି ଉତ୍ସର୍ଗୀକୃତ ଏହି ଶ୍ରମିକ ଦିବସକୁ ପ୍ରତିବର୍ଷ ମେ ୧ ତାରିଖରେ ପାଳନ କରାଯାଏ ।ଏହାକୁ ମେ ଡେ ବା ଶ୍ରମିକ ଦିବସ, ୱର୍କର ଡେ ଭାବେ ମଧ୍ୟ ପାଳନ କରାଯାଏା କିନ୍ତୁ ଏହି ଦିବସ ପାଳନ ପଛରେ ଏକ ସଂଘର୍ଷମୟ ଇତିହାସ ରହିଛି । ୧୯…

ହଟସ୍ପଟ ବାୟୁରେ ମଧ୍ୟ ମିଳୁଛି କରୋନା ଭାଇରସର ଅଂଶ: ଗବେଷଣାରେ ନୂଆ ଖୁଲାସା

ଚୀନ ବୈଜ୍ଞାନିକମାନେ ଉହାନର କିଛି ହସପିଟାଲ ଓ କିଛି ସାର୍ବଜନୀନ ସ୍ଥାନର ଅଧ୍ୟୟନ କରିବା ପରେ ହଟସ୍ପଟଗୁଡ଼ିକର ବାୟୁରେ ମଧ୍ୟ ଭାଇରସର ଆନୁବଂଶିକ ତତ୍ୱ ମିଳିଥିବାର ଦାବି କରିଛନ୍ତି । ଏମିତିରେ ଏଥିରୁ ନିଷ୍ପତି ହୋଇନି ଯେ ଏହାଦ୍ୱାରା ସଂକ୍ରମଣ ପ୍ରସାରିତ ହେବ ନା ନାହିଁ । ବୈଜ୍ଞାନିକମାନେ…

ଥଣ୍ଡା ଲାଗୁଥିଲେ ହୋଇପାରନ୍ତି କରୋନା ଆକ୍ରାନ୍ତ, ଆମେରିକା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସାମ୍ନାକୁ ଆସିଛି କରୋନାର ଛଅଟି…

କରୋନା ଭାଇରସ ଦୁନିଆର ପ୍ରଥମ ଏଭଳି ଭାଇରସ ଯାହା ଉପରେ କରାଯାଉଥିବା ଗବେଷଣା ଧିରେ ଧିରେ ଭୁଲ ପ୍ରମାଣିତ ହେଉଛି । ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ସଠିକ ଗବେଷଣା ସାମ୍ନାକୁ ଆସିପାରିନାହିଁ । ଏହାର ସବୁଠାରୁ ବଡ଼ କାରଣ ହେଉଛି ଯେ ଏହା ସମୟ ସହିତ ନିଜର ରୂପ ବଦଳାଉଛି ଏବଂ ଏହା ସହ ଏହାର…

କୁକୁରର ବିବାହରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଦେଇଥିଲେ ଏହି ନବାବ, ସାମିଲ ହୋଇଥିଲେ ଦେଢ଼ ଲକ୍ଷ ଲୋକ

ଭାରତରେ ରାଜା ମହାରାଜା ଓ ନବାବମାନଙ୍କର ଜୀବନଶୈଳୀ ସବୁବେଳେ ଚ୍ଚର୍ଚାରେ ରହିଆସିଛି । ନିଜର ଅଜବ ଶଉକ ପାଇଁ ରାଜା ପରିବାର ଓ ନବାବମାନେ କେବଳ ଭାରତରେ ନୁହେଁ ବରଂ ପୁରା ଦୁନିଆରେ ପ୍ରସିନ୍ଧ ଥିଲେ । ଏହିଭଳି ଶଉକ ରଖୁଥିବା ନବାବଙ୍କ ମଧ୍ୟରେ ଜଣେ ଥିଲେ ଜୁନାଗଡ଼ର ନବାବ , ମହାବତ ଖାନ ।…

ଶହ ଶହ ଆମେରିକୀୟଙ୍କ ଚେହେରାରେ ହସ ଖେଳାଉଛନ୍ତି ଏହି ୧୫ ବର୍ଷୀୟା ଭାରତୀୟ ବଂଶୋଦ୍ଭବ

୧୫ ବର୍ଷୀୟା ହିତା ଗୁପ୍ତାଙ୍କ ବୟସର ପିଲମାନେ ସାଧାରଣତଃ କ୍ୟାଣ୍ଡି କ୍ରଶ ଖେଳି କିମ୍ବା ଟିଭି ଦେଖିବାକୁ ପସନ୍ଦ କରନ୍ତି । କିନ୍ତୁ ଏହି ବୟସରଙ୍କ ହିତା ଲକଡାଉନ ମଧ୍ୟରେ ନର୍ସିଂ ହୋମରେ ଅଲଗା ଅଲଗା ପଡ଼ି ରହିଥିବା ବୟସ୍କ ଏବଂ ପିଲାମାନଙ୍କ ସମେତ ଏକୁଟିଆପଣ ମଧ୍ୟରେ ଘେରି ହୋଇ ରହିଥିବା ଶହ ଶହ…

ଏଣ୍ଡୁଅ କାହିଁକି ରଙ୍ଗ ବଦଳାଏ ? ଜାଣନ୍ତୁ ଏହା ପଛର ପ୍ରାକୃତିକ ଓ ବୈଜ୍ଞାନିକ କାରଣ

ଏଣ୍ଡୁଅର ରଙ୍ଗ ବଦଳାଇବା ଦେଖି ଆମକୁ ବହୁତ କୌତୁହଳ ଲାଗିଥାଏ । କିନ୍ତୁ କୌତୁହଳରୁ ବାହାରି କଣ ଆପଣ କେବେ ଏହା ପଛର କାରଣ ବିଷୟରେ ଜାଣିବାକୁ ଚେଷ୍ଟା କରିଛନ୍ତି ? ଯଦି ନାହିଁ ତେବେ କିଛି ଚିନ୍ତା କରିବାର ନାହିଁ ଆଜି ଆପଣ ଏହାର ରହସ୍ୟ ବିଷୟରେ ଜାଣିବେ । ପ୍ରାକୃତିକ କାରଣ: ଦୁନିଆରେ…