Happy Women’s Day 2025: ମହିଳା ଦିବସରେ ସୁନ୍ଦର ବାର୍ତ୍ତା ମାଧ୍ୟମରେ ନିଜ ଜୀବନର ପ୍ରତ୍ୟେକ ମହିଳାଙ୍କୁ…
ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ୧୯୦୮ ମସିହାରେ ୧୫,୦୦୦ ମହିଳା ଉନ୍ନତ ମଜୁରି, କମ୍ କାର୍ଯ୍ୟ ସମୟ ଏବଂ ମତଦାନ ଅଧିକାର ପାଇଁ ନ୍ୟୁୟର୍କରେ ପଦଯାତ୍ରା କରିଥିଲେ । ୧୯୧୦ ମସିହାରେ ଜର୍ମାନୀର ଜଣେ ନେତା ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ। ଏହାର ବର୍ଷକ ପରେ…