ଏହି ଗାଁରେ କଣ୍ଢେଇ ନେଇ ସାରିଲେଣି ମଣିଷର ଯାଗା, ଚିତ୍ର ଦେଖିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ
ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ନେଇ ଦୁନିଆର ଅନେକ ଦେଶ ଚିନ୍ତିତ ଥିବାବେଳେ ଦୁନିଆରେ ଏକ ସ୍ୱତନ୍ତ୍ର ଗ୍ରାମ ଅଛି, ଯେଉଁଠାରେ କେବଳ ୨୭ ଜଣ ଲୋକ ବାସ କରନ୍ତି। ଏହି ଅନନ୍ୟ ଗାଁରେ ବହୁତ କମ୍ ଲୋକ ଅଛନ୍ତି ଯେ ଏଠାରେ ଅଧିକାଂଶ ଅଞ୍ଚଳ ଖାଲି ରହିଥାଏ ଏବଂ ଲୋକମାନେ ନିଜକୁ ଏକାକୀ…