ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏବେ ସାହିଲ ଖାନ ବଲିଉଡରେ ନିଜ କ୍ୟାରିୟର ଶେଷ ହେବା ପଛରେ ଥିବା ଏହି ବଡ଼ ଷ୍ଟାରଙ୍କ ଖୁଲାସା କରିଛନ୍ତି


ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏବେ ସାହିଲ ଖାନ ବଲିଉଡର କଳାମୁଖାକୁ ସାମ୍ନାକୁ ଆଣିଛନ୍ତି । ସାହିଲ କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କୁ ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କ ସହ ଏକ ପତ୍ରିକାର କଭରରେ ମଧ୍ୟ ଦେଖାଯାଇଥିଲା। ସେ କ୍ଲାଉଡ୍ ୯ରେ ଥିବାବେଳେ ପ୍ରକାଶ କରିଥିଲେ ଯେ ଦୁଇ ଖାନଙ୍କ ମଧ୍ୟରୁ ଜଣେ ଏହାକୁ ପସନ୍ଦ କରନଥିଲେ ।
ଏକ ପୁରୁଣା ଷ୍ଟାରଡଷ୍ଟ ମାଗାଜିନ କଭରର ଏକ ଫଟ ସେୟାର କରି ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ସହ ସାହିଲ ଖାନ ନିଜକୁ ଦର୍ଶାଇ ଲେଖିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସୁପରଷ୍ଟାରଙ୍କ ପ୍ରକୃତ ଚେହେରାକୁ ପ୍ରକାଶ କରିଛି। ସାହିଲ ତାଙ୍କ କ୍ୟାପସନରେ ଲେଖିଛନ୍ତି, “ବହୁତ କମ ଲୋକଙ୍କ ସହ ଏଭଳି ହୋଇଥାଏ ଯେ ନିଜର ପ୍ରଥମ ଚଳଚ୍ଚିତ୍ର (ଷ୍ଟାଇଲ) ପରେ ଭାରତର ସବୁଠାରୁ ଟପ୍ ଫିଲ୍ମ ମାଗାଜିନ କଭରରେ, ଭାରତର ସବୁଠାରୁ ବଡ଼ ସୁପରଷ୍ଟାରଙ୍କ ସହ ଥିବ । କିନ୍ତୁ ତାଙ୍କ ଭିତରୁ ଜଣେ ସୁପରଷ୍ଟାରଙ୍କୁ ବହୁତ ବାଧିଗଲା| ଯେବେକି ମୁଁ ତ ନୂଆ ଥିଲି, ତାଙ୍ଜକର ଫ୍ୟାନ ଥିଲି, ଦୁର୍ବଳ ଥିଲି । ତଥାପି ସେମାନେ ମୋତେ ଅନେକ ଥର ପାର୍ଶ୍ୱ ଭୂମିକା ପାଇଁ କହିଥିଲେ। ” ଛବି ଉପରେ ନଜର ପକାନ୍ତୁ |
ଟିଭି ଶୋ ପାଇଁ ମଧ୍ୟ ଡାକିଚାଲିଲେ । ଏବଂ ପରେ ଅନେକ ଫିଲ୍ମରୁ ମୋତେ ବୀହାର କରାଗଲା । ନାଁ ବଡ଼ ହେଲେ କାମ ଛୋଟ । I don’t give a f*** today for him କାରଣ ସୁଶାନ୍ତ ସିଂ ରାଜପୁତ ସେମାନଙ୍କର ଅସଲ ଚେହେରା ଦୁନିଆ ସାମ୍ନାକୁ ନେଇ ଆସିଛି ।

View this post on Instagram

BOHUT KAM LOGON KE SAATH ZINDAGI MAIN AESA HOTA HAI KE APNI 1st FILM 🍿 #STYLE ❤️ KE BAD INDIA KE SABSE TOP FILM MAGAZINE KE COVER PAR, DO INDIA KE SAB SE BADE SUPER STAR KE SAATH HO…. MAGAR UNME SE EK SUPER STAR KO BOHUT BURA LAGA 🤣🤣 JAB KE MAIN TO NAYA THA, UNKA FAN THA, KAMZOR THA 😂 PHIR BHI WOH MUJHE KAI BAAR SIDE ROLE KE LIYE BULATE RAHE, TV SHOW KE LIYE BHI BULATE RAHE – AUR PHIR KAI FILMS SE MUJHE NIKALWA DIYA 😜 NAAM BADE AUR DARSHAN CHOTE 😂 GUESS WHO ??? I DONT GIVE A FUCK TODAY FOR HIM COZ @sushantsinghrajput NE UNKA SUCHHA ASLI CHEHRA DIKHA DIYA. DUNIYA KE WOH LOG NEW TALENTS SE KITNA DARTE HAI – 20 SAAL MAIN JOHN ABRAHAM KE ILAWA KOI NAHI AYA INDUSTRY MAIN BADA STAR COZ KOI ANE HI NAHI DETA; ONLY STAR SON KO HI KAAM MILTA HAI – THINK ABOUT IT – RIP💔💔🙏🏽 @sushantsinghrajput . . #IfYouDontKnowNowYouKnow #SahilKhan #Hunk #hunkwater #bollywood #history #OneLife #Mumbai #FitnessIC⭕️N #KaamKaroNaamKaro #OneLifeBaby

A post shared by India’s Fitness & Youth IC⭕️N (@sahilkhan) on


Share It

Comments are closed.